Browsing Tag

jayapatana news

ବିଦ୍ୟୁତ୍ ଆଘାତରେ ମୃତ ଯୁବକର ଶବ ରଖି ଆନ୍ଦୋଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର କିଶୋର ପଡା ଅନ୍ତର୍ଗତ ଜଳନ୍ଧର ପାତ୍ରଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହେବା ଫଳରେ, ଶବକୁ ଜୟପାଟଣା ମୁଖ୍ୟରାସ୍ତାରେ ରଖି ଲୋକେ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି । ଫଳରେ ରାସ୍ତାରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନ ଅଟକି ରହିଥିବା ବେଳେ
Read More...

ମଙ୍ଗଳପୁର ମହିମା ଆଶ୍ରମରେ ନବାନ୍ନ ଲାଗି ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ହାତୀ ନଦୀ ବେରେଜ ତଟ ପାହାଡ ଉପରେ ପ୍ରକୃତିର ଗନ୍ତାଘର ସାଜିଥିବା ମହିମା ଆଶ୍ରମରେ ନବାନ୍ନ ଲାଗି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି
Read More...

ହର ଘର ତ୍ରିରଙ୍ଗା ଅବସରରେ ବିଶାଳ ପଟୁଆର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ପଟୁଆର ତ୍ରିରଙ୍ଗାରେ ସଜେଇ ହୋଇ ନଗର ପରିକ୍ରମା କରିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ରଛାତ୍ରୀ, ସ୍ଵୟଂ ସହାୟିକା ଗୋଷ୍ଠୀ, ବିଭିନ୍ନ କର୍ମଚାରୀ,
Read More...

ଟିଙ୍ଗୋପଖାନ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ସ୍ଥିର : ଡାକ୍ତରଖାନାରେ ଆକ୍ରାନ୍ତଙ୍କୁ ଭେଟିଲେ ଜିଲ୍ଲାପାଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗପଖାନ ଗ୍ରାମରେ ୨୭ ଜଣ ଝାଡ଼ାବାନ୍ତିରେ ସଂକ୍ରମିତ ହେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ବହୁଳ ଏହି ଗାଁ ବିକାଶରୁ ବହୁଦୂରରେ ରହିଥିବା ବେଳେ ସଂକ୍ରମଣ ହେତୁ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ
Read More...

ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠାରେ ହାତୀନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ପାଇଁ ନିର୍ମିତ ହାତୀ ବ୍ୟାରେଜରୁ ସନ୍ଧ୍ୟା ୬ଟାରେ ପ୍ରଥମ ବନ୍ୟା ଜଳ ନଦୀଗର୍ଭକୁ ଛଡ଼ାଯାଇ ଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ହାତୀ ବ୍ୟାରେଜର ଜଳପତ୍ତନ
Read More...

ଜୟପାଟଣା ଇନ୍ଦ୍ରାବତୀ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ବିକାଶ ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଇନ୍ଦ୍ରାବତୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଏନ୍‌ଏସ୍‌ଏସ୍‌ ଆନୁକୁଲ୍ୟରେ ତ୍ରିଦିବସୀୟ ଯୁବ ନେତୃତ୍ୱ ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ୧୩ଟି ମହାବିଦ୍ୟାଳୟରୁ ୧୦୦ରୁ ଅଧିକ ଶିବିରାର୍ଥୀ ଯୋଗ ଦେଇ ବିଭିନ୍ନ
Read More...

ଜଳବନ୍ଦୀରେ ଏବେ ସଂକ୍ରମିତ ଗାଁ ଟିଙ୍ଗୋପଖାନ : ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଲା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗୋପଖାନ ଗ୍ରାମରେ ଗତ ୩ ଦିନ ଧରି ଗାଁରେ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ଅଦ୍ୟାବଧି ୩୧ଜଣ ସଂକ୍ରମିତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ ଜଣଙ୍କୁ
Read More...

ଜୟପାଟଣା ଅଞ୍ଚଳରେ ଝାଡ଼ାବାନ୍ତି : ଜଣକର ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଅଇଁଲାଭଟା ପଞ୍ଚାୟତର ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଲାଗିରହିଥିବା ବେଳେ ୧୯ଜଣ ସଂକ୍ରମିତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତନ୍ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଭବାନୀପାଟଣା
Read More...

ମୁଖିଗୁଡା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଭାଲୁକୁ ଉଦ୍ଧାର କଲା ବନବିଭାଗ

ଜୟପାଟଣା, (ଶେଷଦେବ ବେହେରା/ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ଥିବା ମୁଖିଗୁଡା ଠାରେ ଗତ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନାଯୋଗ୍ୟ ଯେ, ମୁଖୀଗୁଡା ଓଏଚ୍‌ପିସି ମହୁଲପାଟଣା ଘାଟି
Read More...

ଜୟପାଟଣା ଅଞ୍ଚଳରେ ବଡ଼ ଧରଣର ଅବକାରୀ ଚଢ଼ାଉ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳରେ ବେଆଇନ ଦେଶୀ ହାତରନ୍ଧା ମଦର କାରବାର ବଢ଼ି ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଅବକାରୀ ବିଭାଗର ଏକ ବଡ଼ ଧରଣର ଚଢ଼ାଉ ହେବା ଫଳରେ ୫୦୦୦କେଜି ମହୁଲ ପୋଚ ସହ ୩୦୦ଲିଟର ହାତରନ୍ଧା ମଦ ନଷ୍ଟ କରିଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାର ଏକ
Read More...