Browsing Tag

jayapatana news

ଜୟପାଟଣାରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ସୁନ୍ନି ଜୁମ୍ମା ମସ୍‌ଜିଦ୍‌ ପରିସରରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ସୁନ୍ନି ସମ୍ପ୍ରଦାୟଙ୍କ ଦ୍ଵାରା ମହାସମାରୋହରେ ପାଳିତ ହୋଇଯାଇଛି । ଶତାଧିକ ସଂଖ୍ୟକ ମୁସଲମାନ୍‌ ଶ୍ରଦ୍ଧାଳୁ ବିଭିନ୍ନ ଅଂଚଳରୁ ଆସି ଜୟପାଟଣା ମହାବୀର ପଡା ସ୍ଥିତ ଜୁମା
Read More...

ଦେବଦୂତର ଭୂମିକାରେ ପ୍ରାଣୀ ଚିକିତ୍ସକ

ଜୟପାଟଣା, (ଶେଷଦେବ ବେହେରା) : ଗୋରୁ ବେପାରୀ ମାନେ ଅମାନବୀୟ ଭାବରେ ଗୋରୁ ମାନଙ୍କୁ ଭୋକ ଉପବାସରେ କିଲୋମିଟର କିଲୋମିଟର ଯାତ୍ରା କରାଇ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ବିକ୍ରି ପାଇଁ ନେଉଥିବା ଦୃଷ୍ଟାନ୍ତ ସବୁବେଳେ ରହିଆସିଛି । ଭୋକ ଉପବାସରେ ଚାଲି ପାରୁ ନଥିବା ଗୋରୁଙ୍କ ଉପରେ ଅକଥନୀୟ
Read More...

ସପ୍ତଦିବସୀୟ ଶ୍ରୀମଦ ଭାଗବତ କଥା ଜ୍ଞାନଯଜ୍ଞ ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଲଡୁଗାଁ ସ୍ଥିତ ଶ୍ରୀରାମ ମାମୋ ଦେବୀ ସ୍ମୃତି ଭବନ ପରିସର ମଧ୍ୟରେ ସପ୍ତଦିବସୀୟ ଶ୍ରୀମଦ୍ ଭାଗବତ କଥା ଜ୍ଞାନଯଜ୍ଞ ଶ୍ରଦ୍ଧା, ଭକ୍ତି ଓ ସମର୍ପଣର ସହ ସମ୍ପନ୍ନ ହୋଇଯାଇଛି । ଗତ ଗୁରୁବାର ଅପରାହ୍ନରେ ଶତାଧିକ ମହିଳାଙ୍କ ପବିତ୍ର କଳସ ଯାତ୍ରା
Read More...

ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି : ୩ ଅଟକ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତାଳଗୁଡ଼ ମାଁ ଡୋକରି ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜୟପାଟଣା ପୋଲିସ ପାଖରେ ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିବା ବେଳେ ୩ ଜଣକୁ ଅଟକ ରଖିଥିବା
Read More...

ଜୟପାଟଣାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମସ୍ତ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଶିବିରରେ ମୋଟ୍‌ ୬୧ ଜଣ ଉପଭୋକ୍ତା ନିଜର ଅଭିଯୋଗ ଦାଖଲ କରି ଶିବିରରେ ପ୍ରତ୍ୟକ୍ଷ
Read More...

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ନବଗଠିତ ସିନ୍ଧିକାଗୁଡା ପଞ୍ଚାୟତର ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ପବିତ୍ର ଗଣେଶ ପୂଜାର ଅମୃତବେଳାରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଆୟୋଜିତ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ଜୟପାଟଣାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଓ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚଳିତ ବର୍ଷ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍
Read More...

କୁଚାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର କୁଚାଗାଁ ଅନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଚାଗାଁ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିକେଚନ୍ଦ୍ର ମାଝୀ, ଅବସରପ୍ରାପ୍ତ
Read More...

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାରମ୍ଭିକ ବର୍ଗ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୋଜନାରେ କଳାହାଣ୍ଡି ଜିଲ୍ଲା ମାର୍ଗଦର୍ଶନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମ୍ପୂର୍ଣ୍ଣ ନୂଆ ସେବକ ମାନଙ୍କର ଏକ ପ୍ରାରମ୍ଭିକ ବର୍ଗ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ୧୦ଟି
Read More...

ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସଚେତନତା ଓ ମାଗଣା ଚିକିତ୍ସା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଆସୁଥିବା ଧନ ସୁଳୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ଜନକଲ୍ୟାଣ କାରି ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଵାସ୍ଥ୍ୟ ସେବା ଓ ତତ୍ ସମ୍ପର୍କିତ ସଚେତନତା ପାଇଁ
Read More...