ମୁମୂର୍ଷୁ ଅବସ୍ଥାରେ ବୁଦାମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର : ଜୀବନଦାନ ଦେଲେ ଗ୍ରାମବାସୀ
ଜୟପାଟଣା, (ଶେଷଦେବ ବେହେରା) : ଅଲୋଡ଼ା ହୋଇଛି ଶିଶୁକନ୍ୟା, ଜନ୍ମର କିଛି ସମୟ ପରେ ମାନବିକତା ଭୁଲି ବୁଦାମୂଳରେ ମରଣ ମୁହଁକୁ ଠେଲିଦେଇ ଚାଲିଗଲେ । ତେବେ କିଛି ସମୟ ପରେ କିଛି ଯୁବକ ଶିଶୁର କାନ୍ଦ ଶୁଣି ଅନ୍ଧାର ରାତିରେ ବୁଦାମୂଳରେ ଶିଶୁକୁ ଠାବ କରିବା ସହ ଉଦ୍ଧାର କରିଥିଲେ । ଏଭଳି ଏକ!-->…
Read More...
Read More...