Browsing Tag

gujurat news

ଏବେ ସୁଦ୍ଧା ଗୁଜରାଟରେ ବିଜେପି ୧୪୯ ସିଟ୍‌ରେ ଆଗୁଆ

ଗୁଜରାଟ : ଏବେ ସୁଦ୍ଧା ଗୁଜରାଟରେ ବିଜେପି ୧୪୯ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୨ ସିଟ୍‌ରେ ଆଗୁଆ ରହିଛି । ଆପ୍‌ ୬ଟି ସିଟ୍‌ରେ ଆଗୁଆ ରହିଥିବା ନେଇ ସୂଚନା ମିଳିଛି ।
Read More...

ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩ : ଗୁଜୁରାଟର ଜାମନଗରରୁ ଆଉ ଜଣେ ଚିହ୍ନଟ

ଗୁଜରାଟ : ଗୁଜୁରାଟର ଜାମନଗରରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇ ଏବେ ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଜାମନଗରରୁ ଚିହ୍ନଟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଆସିଥିଲେ ।
Read More...

କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ଫେରିଲା ଗୁଜୁରାଟକୁ ରାତ୍ରିକାଳୀନ କର୍ଫ୍ୟୁ

ଗୁଜୁରାଟ : ପୁଣି ବଢିବାରେ ଲାଗିଛି ଗୁଜୁରାଟରେ କରୋନା‌ ସଂକ୍ରମଣ । ତେବେ ସେଥିପାଇଁ ସେଠାକାର ୪ଟି ସହରରେ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଫେରିଛି । ଗୁଜୁରାଟର ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟରେ କଟକଣା ଲାଗୁ ହୋଇଛି । ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭
Read More...