ଟୀକାକରଣ କେନ୍ଦ୍ର ନିକଟରେ ଗଞ୍ଜାମ ପୋଲିସର ଫାଇନ ଆଦାୟକୁ ନେଇ ଅସନ୍ତୋଷ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଗତ ୨୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତି ବିଶେଷଙ୍କ କୋଭିଡ ଟିକାକାରଣ ଚାଲିଛି । ଟୀକାକରଣ କେନ୍ଦ୍ର ସମ୍ମୁଖ ମୁଖ୍ୟ ରାସ୍ତାରେ ହିଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୋଭିଡ ଟିକା ନେବାକୁ ବାଇକରେ ଆସୁଥିବା!-->…
Read More...
Read More...