୨୧୦ ଗ୍ରାମ ସୁନା ଗହଣା ଜବତ କଲା ହିଞ୍ଜିଳି ପୋଲିସ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଲେଙ୍କାଖଲ୍ଳୀ ଗ୍ରାମରେ ସୁନାଗହଣା ଚୋରି କରିବା ନେଇ ପୁଲିସ ଗିରଫ କରିଛି । ହେଲେ ଗିରଫ ଅଭିଯୁକ୍ତମାନେ ଡେଙ୍ଗାଡି ଗ୍ରାମର ରାଜୀବ ନଗର ଓ କବିସୂର୍ଯ୍ୟନଗର ଶାସନସାହିର ବୋଲି ହିଞ୍ଜିଳି ପୋଲିସ ଥାନା ପକ୍ଷରୁ!-->…
Read More...
Read More...