ଜୟଶ୍ରୀ କେମିକାଲସ୍ ଏମ୍ପ୍ଲଇ ୟୁନିୟନ୍ କର୍ମକର୍ତ୍ତା ମନୋନୀତ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲ୍ଲାମା ମନ୍ଦିର ପ୍ରାଙ୍ଗଣରେ ଜୟଶ୍ରୀ କେମିକାଲସ୍ ଏମ୍ପ୍ଲଇ ୟୁନିୟନର ଏକ ବୈଠକରେ ସର୍ବସଂମ୍ମତି କ୍ରମେ କର୍ମକର୍ତା ମନୋନୀତ କରାଯାଇଛି । ଏଥିରେ ସଭାପତି ଭାବେ ପୂର୍ବତନ ଛତ୍ରପୁର ବିଧାୟକ ଏନ୍.ନାରାୟଣ ରେଡ୍ଡୀଙ୍କୁ ମନୋନୀତ!-->…
Read More...
Read More...