Browsing Tag

ganjam news

ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧାଙ୍କ ସମୁଦ୍ରକୂଳ ପୁରୁଣା ପୋଡମପେଟା ଗ୍ରାମରେ ବିତୁଛି ଜୀବନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଜୈନେକ ବୃଦ୍ଧା ସମୁଦ୍ରକୂଳରେ ରହିଥିବା ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡମପେଟା ଗ୍ରାମରେ ସତେ ଯେମିତି ଏକ ଘରିଆ ଭାବେ କାଲତିପାତ କରୁଛନ୍ତି ।ସୂଚନା ଯୋଗ୍ୟ ଯେ, ସେ ହେଉଛନ୍ତି ଜେ. ସନ୍ୟାସୀଙ୍କ ବୃଦ୍ଧା…
Read More...

ରିଲିଜ ହେଲା ନାଚବାଲି କ୍ଷୁଦ୍ର ଚଳଚିତ୍ର : ଛତ୍ରପୁରର ସୁଧାଂଶୁଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଠ କରିଛି

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗୋଟେ ନାଚବାଲିର ଦୁଃଖ କାହାଣୀକୁ ଆଧାର କରି ରବିବାର ଭୁବନେଶ୍ୱରର ଏସଜେଆଇ ପ୍ରଡକ୍ସନ ହାଉସ୍ ଠାରେ ନାଚବାଲି ନାମକ କ୍ଷୁଦ୍ର ଚଳଚିତ୍ର ରିଲିଜ୍ ହୋଇଯାଇଛି । ଏହି ଚଳଚିତ୍ରରେ ଖ୍ୟାତିନାମ ଅର୍ଜନ କରିଥିବା ଆନ୍ତଃର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ…
Read More...

ଗଞ୍ଜାମ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଝୁଲଣ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମନ୍ଦିର ମାଳିନୀ ଗଞ୍ଜାମ ସହରାଞ୍ଚଳରେ ବିଭିନ୍ନ ସାହି ମାନଙ୍କରେ ରହିଥିବା ଶ୍ରୀ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଝୁଲଣ ଉତ୍ସବ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ସହରରେ ରହିଥିବା ଶ୍ରୀ ଚୈତନ୍ୟ ମଠ, ଶ୍ରୀ ଜଗନ୍ନାଥ ମନ୍ଦିର ଓ ରାଉଳ ସାହିରେ ରହିଥିବା…
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନ ପରିସରରେ ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ଏନଏସିର ମିଳିତ ସହଯୋଗରେ ୨୫ତମ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ସହ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ…
Read More...

ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ପାଇଁ ସ୍ଥାନ ଚିହ୍ନଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ନିର୍ମାଣ ନିମନ୍ତେ ଶନିବାର ଅପରାହ୍ନରେ ସ୍ଥାନ ଚିହ୍ନଟ କରାଯାଇଛି । ସହର ସ୍ଥିତ ମାଛ ମାର୍କେଟ ନିକଟସ୍ଥ ହରିଜନ ସାହି ଛକ ନିକଟରୁ ପୁରୁଣା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଦାମୋଦରପୁର ଛକ…
Read More...

ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏଁ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏଁ ସ୍ମାର୍ଟ ସ୍କୁଲର ଉର୍ଚୁଆଲ୍ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଫାଇଭ୍ ଟି ଅଧୀନରେ ୩୦ ତାରିଖ ମଧ୍ୟରେ ୫୦ଟି ସ୍କୁଲ ରୁପାନ୍ତରୀକରଣର ଉଦଘାଟନ କାର୍ୟ୍ୟକ୍ରମ…
Read More...

ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ ତରଫରୁ ସର୍ବ ଭାରତୀୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ସ୍ଥିତ ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ, ବିବେକାନନ୍ଦ ଯୁବ ଶକ୍ତି ସଙ୍ଗଠନ, ପୁରୀ ଓ ସମ୍ବାଦ ସାହିତ୍ୟ ଘର ରମ୍ଭାର ମିଳିତ ସହଯୋଗରେ ଏକ ସର୍ବଭାରତୀୟ ଅନଲାଇନ ଆଲୋଚନା ଚକ୍ର ଓ କବିତା ଆସର…
Read More...

ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଖଣ୍ଡଦେଉଳି ହାଇସ୍କୁଲର ପୂର୍ବତନ ଶିକ୍ଷକ ତ୍ରିଲୋଚନ ତ୍ରିପାଠୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ…
Read More...

ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଓ ଡିଆର୍‌ପି କଲୋନୀରେ ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ଏମ୍‌ପିଟି ଟ୍ୟୁଟରିଆଲ୍‌ ସହଯୋଗରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...

ଗଞ୍ଜାମ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼. ରଙ୍ଗନାଥ କାନୁନଗୋଙ୍କ ପିତୃ ବିୟୋଗ ଘଟିଥିବା ଜଣାପଡିଛି । ଅଧ୍ୟକ୍ଷଙ୍କ ପିତା ଆଇନଜୀବୀ ସ୍ୱର୍ଗତ ରବିନ୍ଦ୍ର ନାଥ କାନୁନଗୋ(୯୦)ଙ୍କ ଭୁବନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ୧୯୮୯ ମସିହା…
Read More...