Browsing Tag

ganjam news

ରିଲିଜ ହେଲା ନାଚବାଲି କ୍ଷୁଦ୍ର ଚଳଚିତ୍ର : ଛତ୍ରପୁରର ସୁଧାଂଶୁଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଠ କରିଛି

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗୋଟେ ନାଚବାଲିର ଦୁଃଖ କାହାଣୀକୁ ଆଧାର କରି ରବିବାର ଭୁବନେଶ୍ୱରର ଏସଜେଆଇ ପ୍ରଡକ୍ସନ ହାଉସ୍ ଠାରେ ନାଚବାଲି ନାମକ କ୍ଷୁଦ୍ର ଚଳଚିତ୍ର ରିଲିଜ୍ ହୋଇଯାଇଛି । ଏହି ଚଳଚିତ୍ରରେ ଖ୍ୟାତିନାମ ଅର୍ଜନ କରିଥିବା ଆନ୍ତଃର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ
Read More...

ଗଞ୍ଜାମ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଝୁଲଣ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମନ୍ଦିର ମାଳିନୀ ଗଞ୍ଜାମ ସହରାଞ୍ଚଳରେ ବିଭିନ୍ନ ସାହି ମାନଙ୍କରେ ରହିଥିବା ଶ୍ରୀ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଝୁଲଣ ଉତ୍ସବ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ସହରରେ ରହିଥିବା ଶ୍ରୀ ଚୈତନ୍ୟ ମଠ, ଶ୍ରୀ ଜଗନ୍ନାଥ ମନ୍ଦିର ଓ ରାଉଳ ସାହିରେ ରହିଥିବା
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନ ପରିସରରେ ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ଏନଏସିର ମିଳିତ ସହଯୋଗରେ ୨୫ତମ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ସହ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ
Read More...

ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ପାଇଁ ସ୍ଥାନ ଚିହ୍ନଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ନିର୍ମାଣ ନିମନ୍ତେ ଶନିବାର ଅପରାହ୍ନରେ ସ୍ଥାନ ଚିହ୍ନଟ କରାଯାଇଛି । ସହର ସ୍ଥିତ ମାଛ ମାର୍କେଟ ନିକଟସ୍ଥ ହରିଜନ ସାହି ଛକ ନିକଟରୁ ପୁରୁଣା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଦାମୋଦରପୁର ଛକ
Read More...

ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏଁ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏଁ ସ୍ମାର୍ଟ ସ୍କୁଲର ଉର୍ଚୁଆଲ୍ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଫାଇଭ୍ ଟି ଅଧୀନରେ ୩୦ ତାରିଖ ମଧ୍ୟରେ ୫୦ଟି ସ୍କୁଲ ରୁପାନ୍ତରୀକରଣର ଉଦଘାଟନ କାର୍ୟ୍ୟକ୍ରମ
Read More...

ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ ତରଫରୁ ସର୍ବ ଭାରତୀୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ସ୍ଥିତ ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ, ବିବେକାନନ୍ଦ ଯୁବ ଶକ୍ତି ସଙ୍ଗଠନ, ପୁରୀ ଓ ସମ୍ବାଦ ସାହିତ୍ୟ ଘର ରମ୍ଭାର ମିଳିତ ସହଯୋଗରେ ଏକ ସର୍ବଭାରତୀୟ ଅନଲାଇନ ଆଲୋଚନା ଚକ୍ର ଓ କବିତା ଆସର
Read More...

ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଖଣ୍ଡଦେଉଳି ହାଇସ୍କୁଲର ପୂର୍ବତନ ଶିକ୍ଷକ ତ୍ରିଲୋଚନ ତ୍ରିପାଠୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ
Read More...

ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଓ ଡିଆର୍‌ପି କଲୋନୀରେ ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ଏମ୍‌ପିଟି ଟ୍ୟୁଟରିଆଲ୍‌ ସହଯୋଗରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Read More...

ଗଞ୍ଜାମ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼. ରଙ୍ଗନାଥ କାନୁନଗୋଙ୍କ ପିତୃ ବିୟୋଗ ଘଟିଥିବା ଜଣାପଡିଛି । ଅଧ୍ୟକ୍ଷଙ୍କ ପିତା ଆଇନଜୀବୀ ସ୍ୱର୍ଗତ ରବିନ୍ଦ୍ର ନାଥ କାନୁନଗୋ(୯୦)ଙ୍କ ଭୁବନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ୧୯୮୯ ମସିହା
Read More...

ଜୟଶ୍ରୀ କେମିକାଲସ୍‌ ଏମ୍ପ୍ଲଇ ୟୁନିୟନ୍‌ କର୍ମକର୍ତ୍ତା ମନୋନୀତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲ୍ଲାମା ମନ୍ଦିର ପ୍ରାଙ୍ଗଣରେ ଜୟଶ୍ରୀ କେମିକାଲସ୍‌ ଏମ୍ପ୍ଲଇ ୟୁନିୟନର ଏକ ବୈଠକରେ ସର୍ବସଂମ୍ମତି କ୍ରମେ କର୍ମକର୍ତା ମନୋନୀତ କରାଯାଇଛି । ଏଥିରେ ସଭାପତି ଭାବେ ପୂର୍ବତନ ଛତ୍ରପୁର ବିଧାୟକ ଏନ୍‌.ନାରାୟଣ ରେଡ୍ଡୀଙ୍କୁ ମନୋନୀତ
Read More...