ବାରହା ଶିକାର ବଦଳରେ ଗାଈ ଗୁରୁତର
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମାଲାଡ଼ ପଂଚାୟତ କାଠଗଡା ଅଂଚଳରେ ଏକ ଅଭୟନାୟ ଘଟଣା ଦେଖିବାକୁ ମିଳିଛି । ବାରହା ଶିକାର ପାଇଁ ରଖାଯାଇଥିବା ବମ୍କୁ କାମୁଡି ଏକ ଗାଈ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ସକାଳେ ମଲାଡ଼ ପଞ୍ଚାୟତର ବାବୁ!-->…
Read More...
Read More...