ଓଏସ୍ଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଦଳକୁ ରାଜ୍ୟସ୍ତରୀୟ ପୁରସ୍କାର
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଅବସ୍ଥିତ ଓଏସ୍ଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଓଡିଆର୍ଏଫ୍ ଦଳକୁ ଭୁବନଶ୍ୱର ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପ ରାଜ୍ୟସ୍ତରୀୟ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,!-->…
Read More...
Read More...