ଗଞ୍ଜାମର ଐତିହାସିକ ଦୋଳଯାତ୍ରା : ଚତୁର୍ଥ ଦିନ ପଟୁଆର ରୋଷଣୀରେ ନିଜ ସ୍ଥାନ ମାଡିଲେ ୧୬ ଠାକୁର
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମର ଐତିହାସିକ ପବିତ୍ର ଦୋଳଯାତ୍ରା ଅବସରରେ ସାହିଯାତ୍ରା ଶନିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇ ରବିବାର ଶେଷ ହୋଇଯାଇଛି । ରାତିରେ ମନ୍ଦିରମାନଙ୍କରେ ଠାକୁରମାନଙ୍କୁ ମନ୍ଦିର ସମ୍ମୁଖରେ ସୁସଜ୍ଜିତ ବୀମାନରେ ଉପବେଶନ କରାଯିବା ପରେ ବିଭିନ୍ନ ସାହିରେ!-->…
Read More...
Read More...