Browsing Tag

ganjam news

ଓଜେୟୁ ରାଜ୍ୟ ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀଙ୍କୁ ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ କ୍ଳବର ଉପସଭାପତି ସୁଶ୍ରୀ ବିଜୟଲକ୍ଷ୍ମୀ ମହାକୁଡ଼ ପୁନର୍ବାର ଓଡିଶା ସମ୍ବାଦିକ ସଙ୍ଘର ରାଜ୍ୟ ମହିଳା ଆବାହିକା ଭାବେ ଚୟନ ହୋଇଛନ୍ତି । ଗତ ତିନିବର୍ଷ ତଳେ ସେ ଏହି ପଦବୀରେ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଚୟନ କରିଥିଲେ । ପୁଣି…
Read More...

ଗ୍ରାସୀମ କମ୍ପାନୀରେ କ୍ଲୋରିନ ଗ୍ୟାସ ସମ୍ପର୍କିତ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜିଲ୍ଲା ପ୍ରଶାସନ ଏବଂ ଗ୍ରାସୀମ କମ୍ପାନୀ ପକ୍ଷରୁ କ୍ଲୋରିନ ଗ୍ୟାସ ଲିକ ସମୟରେ କିଭଳି ଜନଜୀବନ ସୁରକ୍ଷିତ ରହିବ ସେନେଇ ଏକ ମକଡିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କମ୍ପାନୀ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ମକ୍‌ଡ୍ରିଲ…
Read More...

ଗଂଜାମ ବ୍ଲକ୍ ଯୋଗାଣ ମନ୍ତ୍ରୀଙ୍କ ଗସ୍ତ

ଲକ୍ଷ୍ମୀପୁର ଧାନମଣ୍ଡିରେ କଲେ ସମୀକ୍ଷା ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗସ୍ତ କରିଥିଲେ । ମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ନେଇ ବ୍ଲକ ଯୋଗାଣ ବିଭାଗ ହଡବଡେଇ ଯାଇଥିଲେ । ଶ୍ରୀ ମହାପାତ୍ର ଏହି ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ…
Read More...

ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ସଙ୍ଘ ପକ୍ଷରୁ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୋଲିସ ଟିମ ଚମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ସମ୍ବାଦିକ ସଙ୍ଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ତହସିଲ ୱାରୀୟସକୁ ହରାଇ ପୋଲିସ ଇଲେଭେନ ଚମ୍ପିୟାନ ହୋଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମ୍ବାଦିକ ସଙ୍ଘ, ଗଞ୍ଜାମ…
Read More...

ଆରମ୍ଭ ହେଲା ଅଲିଭ ରିଡଲେଙ୍କ ସାମୂହିକ ଅଣ୍ଡାଦାନ ପର୍ବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଯାଇଛି ।…
Read More...

ସମାଜସେବୀ ଲକ୍ଷ୍ମଣ ମହାପାତ୍ରଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଲୁର ଅଞ୍ଚଳ ଅରୁଣପୁର ଗ୍ରାମର ସମାଜସେବୀ ଲକ୍ଷ୍ମଣ ମହାପାତ୍ର ନିଜ ବାସଭବନ ଠାରେ ପରଲୋକ ହୋଇଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଜ ଗ୍ରାମ ଶ୍ଵସାନରେ ପରିବାର ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ଶେଷକୃତ୍ୟ…
Read More...

ବନ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମଠାରେ ବନ ବିଭାଗ ଓ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍‌ସିଏଫ୍‌ ଦିବ୍ୟ ଶଙ୍କର ବେହେରା ଯୋଗଦେଇ ଉକ୍ତ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ ।…
Read More...

ବିଇଓ ଅଫିସ ଘେରାଉ କଲେ ଖଟୁଆ କୁଦା ସ୍କୁଲ ଅଭିଭାବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ନେଇ ଦାବି ଜୋର ଧରିଛି । ପ୍ରଥମେ ଛତ୍ରୀଛାତ୍ର ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା…
Read More...

ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଡ଼ିଆର୍‌ଏମ୍‌ଙ୍କୁ ଦାବିପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଷ୍ଟେସନରେ ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ ଅହମଦାବାଦ ଓ ପୁରୀ ତିରୁପତି ରହଣି ପାଇଁ ଡ଼ିଆର୍‌ଏମ୍‌ ଭୂପିନ୍ଦର ସିଂ ଭଜ୍ୱାବାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସୋମବାର ସନ୍ଧ୍ୟାରେ ଡ଼ିଆର୍‌ଏମ୍‌ ଭଜ୍ଵବା ଓ ଜେନେରାଲ…
Read More...

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ରଘୁନାଥପୁର ଗ୍ରାମ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଦ୍ୱାଦାଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକ ଭାବେ ଶଙ୍କରାନନ୍ଦ ମହାରାଜ ଯୋଗଦେଇ ବିଦ୍ୟାଳୟ ପରିସରରେ ସ୍ୱାମୀ…
Read More...