Browsing Tag

ganjam news

ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମରେ ଯୁବକଙ୍କୁ ଆକ୍ରମଣ । ଖଣ୍ଡାରେ ହାଣି ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମର ରୁଦ୍ର ପ୍ରସାଦ ସେଠୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଧୋବାସାହି…
Read More...

ଗଞ୍ଜାମ ବ୍ଲକ ବିଜେପିର ମିଶ୍ରଣ ପର୍ବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ଭାଜପା ଜିଲ୍ଲା ସମ୍ପାଦକ…
Read More...

ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହୁମା ୧୬ ନମ୍ବର ଜାତୀୟ ରାଜପଥ ହମ୍ପ୍‌ସ ନିକଟରେ ଅଜଣା ଗାଡି ଧକ୍କାରେ ଯୁବ ଆଇନଜୀବୀ ସୁକାନ୍ତ ବିଶ୍ୱାଳ(୪୮ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ପୂର୍ବତନ ହୁମା ସରପଞ୍ଚ ତଥା ସୁକାନ୍ତଙ୍କ ବାପା ଉଦୟ ବିଶ୍ୱାଳ ଏନେଇ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ ଗୁରୁବାର…
Read More...

ବଟେଶ୍ୱର ମନ୍ଦିର ଉନ୍ନୟନ ପାଇଁ ବିଡିଓଙ୍କୁ ଭେଟିଲେ ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆ ଗଡ଼ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଐତିହାସିକ ବାବା ବଟେଶ୍ୱର ଶୈବପୀଠ । ଉକ୍ତ ଶୈବପୀଠର ଉନ୍ନତି କରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟିର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ…
Read More...

ରାଉଳି ବନ୍ଧ ଗ୍ରାମବାସୀଙ୍କ ବିରୋଧ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପଥର କୁଆଁରୀ ଓ କ୍ରସର କମ୍ପାନୀକୁ ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମବାସୀଙ୍କ ଘୋର ବିରୋଧ କରାଯାଇଛି । ଏନେଇ ଶୁକ୍ରବାର ପଥର କୁଆଁରୀ ଓ କ୍ରସର କମ୍ପାନୀ ନିକଟରେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ପହଞ୍ଚି ହୋ ହାଲ୍ଲା କରିବା ସହ ଘୋର…
Read More...

ଗୁଳି କରି ଦୁର୍ଦ୍ଦାନ୍ତ ଅପରାଧୀକୁ ମାରିଦେଲେ

ଗଞ୍ଜାମ : ବାଇକରେ ଘରକୁ ଫେରୁଥିଲେ । କୁକୁଡାଫାର୍ମ ନିକଟରେ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ମୃତ ଘୋଷଣା କଲେ ଡାକ୍ତର । ଗୁୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ ।ଗଞ୍ଜାମର କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମ ନିକଟରେ ଲକ୍ଷ୍ମୀନାରାୟଣ…
Read More...

ଗଞ୍ଜାମ ଟିପିଏସଓ଼ଡ଼ିଏଲ କାର୍ଯ୍ୟଳୟରେ ପୋଡ଼ମପେଟା ଗ୍ରାମବାସୀଙ୍କ ହୋ ହାଲ୍ଲା ସହ ଘେରାଉ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଓଡ଼ିଆରପି କଲୋନୀ ରେ ବିଦ୍ୟୁତ କାଟ କୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପ୍ରତି ସାମୁଦ୍ରିକ କଇଁଚ ମାନଙ୍କ ଋଷିକୁଲ୍ୟା ମୁହାଁଣରେ ସମାଗମ ହୋଇଥିବାରୁ ୭ମାସ ସମୁଦ୍ରରେ ମାଛ ମାରିବା ନେଇ କଟକଣା ରହିଛି ।…
Read More...

ଗଞ୍ଜାମରେ ଫଗୁଣ ନବମୀ ଝାମୁ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲାମ୍ମା ମନ୍ଦିରରେ ଫଗୁଣ ନବମୀ ର ମାଁ ଏଲାମ୍ମା ଝାମି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ତ୍ରିନାଥ ଜେନାଙ୍କ ପ୍ରଥମେ ଡହ ଡହ ନିଆଁରେ ଚାଲିବା ପରେ ମାନସିକଧାରୀ ଶ୍ରଦ୍ଧାଳୁ ମାନେ…
Read More...

ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ସାମନ୍ତରା ସାହି ସ୍ଥିତ ବିଜୁବାବୁଙ୍କର ପ୍ରତିମୂର୍ତ୍ତିରେ ଦଳୀୟ କର୍ମୀ ମାନେ ଏକତ୍ରିତ ହୋଇ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ…
Read More...

ମହିଳା ମହାବିଦ୍ୟାଳୟ ଶ୍ରେଣୀ କକ୍ଷ ଉଦ୍‌ଘାଟନ କଲେ ଖଣି ଓ ଇସ୍ପାତ : ପରିବହନ ଓ ବାଣିଜ୍ୟ ମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଯଶୋଦା ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟନ ଉତ୍ସବ ମଙ୍ଗଳାବାର ଅନୁଷ୍ଠିତ ହେଇଥିଲା । ମୁଖ୍ୟଅତିଥି ଭାବେ ଖଣି ଓ ଇସ୍ପାତ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହୋଦୟ ଯୋଗଦେଇ…
Read More...