Browsing Tag

ganjam news

ଅଷ୍ଟମ ବାଟାଲିୟନ ପକ୍ଷରୁ ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଲିଭ ରିଡଲେ ସାମୁଦ୍ରିକ କଇଁଚଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ଶନିବାର ଛତ୍ରପୁର ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ହାବିଳଦାର ଓ ସିପାହୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ…
Read More...

ଅବସର ଓ ଦାୟିତ୍ୱ ଗ୍ରହଣ କାଳୀନ ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଶହୀଦ ଭଗତ ସିଂ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ସରୋଜ ଦାଶ ଦାୟିତ୍ୱ ଗ୍ରହଣ କରିଥିଲେ । ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମୋର୍ଦ୍ଧିତ କରାଯାଇଥିଲା ।…
Read More...

ଗଞ୍ଜାମ ବ୍ଲକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଶନିବାର ଦିନ ଏନ୍‌ଜିଏନ୍‌ଆର୍‌ଜିଏସ୍‌ ବ୍ଲକସ୍ତରୀୟ ସାମାଜିକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏବିଡ଼ି ଓ ଭାବାନୀ ଶଙ୍କର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଉପ ଜିଲ୍ଲାପାଳ ଶିବାଶିଷ ବରାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା…
Read More...

ବିଡ଼ିଓ-ସାମ୍ବାଦିକ ମୁହାଁମୁହିିଁ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼…
Read More...

ଗଞ୍ଜାମ ସହରରୁ ଡମ୍ବୁରୁ ରାଜ୍ୟସ୍ତରୀୟ ଭରୋତ୍ତଳନରେ ଭାଗ ନେବେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୧୭, ୧୮,୧୯ ତିନିଦିନ ଧରି ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଭରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର ଓଡ଼ିଆ ପୁଅ ଜି.ଡ଼ମ୍ବୁରୁଧର ରାଓ । ୨୩ ବର୍ଷ ସିନିଅର ପ୍ରତିଯୋଗିତାରେ ଭାଗ ନେବେ ଡମ୍ବୁରୁ । ଏଥିପାଇଁ ସେ ଦୀର୍ଘ ୫ବର୍ଷରୁ ଅଧିକ ହେବ…
Read More...

ନୂଆଁ ସ୍ୱପ୍ନ ଗଞ୍ଜାମ ସହରରେ ବିକାଶ ନିର୍ମାଣ ହେବ ରାମ ମନ୍ଦିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁବପିଢ଼ିଙ୍କ ହାତରେ ଗଞ୍ଜାମ ସହରାଞ୍ଚଳ । ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର । ସ୍ଥାନୀୟ ଅଞ୍ଚଳର ନୂଆଁ କରି ଗାଡ଼ିଥିବା ସୀତାରାମ ଫାଉଣ୍ଡେସନ ପକ୍ଷରୁ ଏହାର ସମସ୍ତ ଦାୟିତ୍ୱ ବହନ କରିବ । ଏଥିପାଇଁ କଲେଜ ରୋଡ଼ ସ୍ଥିତ ମା'ବୁଢ଼ୀ…
Read More...

ଆହାର କେନ୍ଦ୍ର ରୋଷଇକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନୂତନ ବର୍ଷ ଆରମ୍ଭରୁ ଗଞ୍ଜାମ ଏନଏସିରେ ଭାଇଚାରା ଆଗକୁ ବଡିବା ସଂକଳ୍ପ ଫିକା ପଡିଲା । ଦୁଇ ମହିଳା ଗୋଷ୍ଠି ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇ ମେଡିକାଲ ପର୍ଯ୍ୟନ୍ତ କଥା ଗଲାଣି । ପୂର୍ବ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ରରେ ରୋଷେଇ ଏବଂ…
Read More...

ନବବର୍ଷରେ ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି : ଦୁଇ ଗୋଷ୍ଠୀ ହେଲେ ମାର୍‌ପିଟ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବର୍ଷର ଆଗମନରେ ସମସ୍ତଙ୍କ ମୁହଁରେ ଖୁସି ଥିଲାବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ ଲାଗିଲା ଝଟ୍‌କା । ଶାନ୍ତି ଖୋଜି ଥିବା ଥାନା ଅଧିକାରୀ କିଛି ଦିନ ତଳେ ସଫଳତା ପାଇଥିଲେ ପୁଣି ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ…
Read More...

ବିଦାୟ ଦିନ ଆହାର କେନ୍ଦ୍ର ରୋଷଇକୁ ନେଇ ବିବାଦ ହଟୋଗୋଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୨୦୨୪ ବର୍ଷ ବିଦାୟ ଦିନ ଗଞ୍ଜାମ ଏନଏସିରେ ବିବାଦ ଘରରେ ଅସନ୍ତୋଷ ୨୦୨୫ରେ କେଉଁ ରୂପ ନେବ ନୂତନ ବର୍ଷ ପୂର୍ବରୁ ଚାଳ ବାଜିବା ଆରମ୍ଭ ହେଲାଣି ବିଦାୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ରରେ ରୋଷେଇ ଏବଂ ଖାଦ୍ୟ ବଣ୍ଟନକୁ ନେଇ ଦୁଇ ଏସଏଚଜି…
Read More...

ଗଞ୍ଜାମରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବିଜେଡି ପକ୍ଷରୁ ୨୮ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମ ଏନ୍‌ଏସି ୱାର୍ଡ ନମ୍ବର ୨ ସାମନ୍ତରା ସାହି ସ୍ଥିତ ପ୍ରଭାଦ ପୁରୁଷ ବିଜୁ ବାବୁଙ୍କ…
Read More...