Browsing Tag

galpa

ଅବଶୋଷ

ବିଜୟ ପ୍ରଧାନ ଭାରି ଇଚ୍ଛା ଥିଲା ଅନ୍ତତଃ ଥରଟିଏ ବାପୁଜୀଙ୍କ ଭଳି ବେଶ ପୋଷାକରେ ଚିତ୍ରିତ ହୋଇ ବାଡ଼ି ଖଣ୍ଡେ ଧରି କୋଉ ଛକରେ ଘଣ୍ଟାଏ କାଳ ଛିଡ଼ା ହୋଇଥାନ୍ତି । ହେଲେ ନିଜର ଶାରୀରିକ ପୃଥୁଳ କାୟା ତହିଁରେ ବ୍ୟାଘାତ ସୃଷ୍ଟି କଲା । ମୋର ଉତ୍କଣ୍ଠିତ ଆଗ୍ରହ ଓ ଅଶେଷ ଅନୁନୟ ସତ୍ତ୍ୱେ
Read More...

ପ୍ରେମ

ବବିତା ମହାପାତ୍ର ଗୁଡ଼ାଏ ଦିନ ପରେ ପୁଅକୁ ଚୁପ ଥିବାର ଦେଖି ମିନର୍ଭା କିଛି ଅନୁମାନ କଲେ । କାରଣ ଜାଣିବାକୁ ଚାହିଁବାରେ ପୁଅର ଭାବି ପତ୍ନୀ ବାହାଘରକୁ ନା' କହିଥିବା ଶୁଣି ଆଶ୍ଚର୍ଯ୍ୟ ହେଲେ । ଦିନ କେଇଟାରେ ତ' ନିର୍ବନ୍ଧ ହେବାର ଥିଲା । କଣ ଏମିତି ହେଲା !! ଅୟସୀ, ପୁଅର
Read More...

ଗଳ୍ପ : ଭବିଷ୍ୟତ

ସୁକାନ୍ତ ସାହୁ ମା’ ଘରେ ପହଁଚିଲା ପରେ ଦାଣ୍ଡରୁ ଦୌଡ଼ିଦୌଡ଼ି ଆସି ବେଡ଼୍ ରୁମ୍‌ରେ ଶୋଇପଡ଼ିଲା ସୁଇଟି । ମା’ ଘର ଭିତରେ ପହଁଚିଲା ପରେ ହସିହସି ବାପା କହିଲେ : ଆରେ ମତେ ଫୋନ୍ କଲନି କାହିଁକି ? କୋଉ ଗାଡ଼ିରେ ଆସିଲ କି ଏତେ ଜଲ୍‌ଦି ପହଁଚିଗଲ? : ହଁ, ଚକାଡ଼ୋଳା ବସ୍‌ରେ ଆସିଲି । ଏଇ ପାଖ
Read More...