Browsing Tag

deogoan news

ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁରେ ପୋଷଣ ମାସ ସଚେତନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ପ୍ରତାପପୁର, କୁଡ଼ାସିଂହା, ବୁଡ଼ିଘାଟ, କର୍ଲାପିଟା, ଫୁଲଝରନ, ଧଅରାଦାଦର୍, ବନ୍ଧକେଡା, ନାଇକେନପାଲି, ବାଗଭାଡ଼ି, କୁନ୍ଦପାଣି ପ୍ରମୁଖ ଗାଁରେ ଗତ ସେପ୍ଟେମ୍ବର ମାସରୁ ରିଲାଏନ୍ସ ଫାଉଣ୍ଡେସନ ଓ ଓଡ଼ିଶା ଜୀବିକା ମିଶନ ବଲାଙ୍ଗିର…
Read More...

ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅନିଶ୍ଚିତତା ଧାରଣା ୩୦ଦିନରେ ପହଞ୍ଚିଲା : ଧାରଣାକୁ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡ଼ିଶା ପକ୍ଷରୁ ଚଳିତ ସେପ୍ଟେମ୍ବର ମାସ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳୀନ ଧାରଣା ଗୁରୁବାର ଦିନ ୩୦ଦିନ ଅର୍ଥାତ୍ ଗୋଟିଏ ମାସରେ ପହଞ୍ଚିଛି ।…
Read More...

କାନ୍ଦୁଲ ବୁଢ଼ା ଯାତ୍ରା ପାଇଁ ପସ୍ତୁତି ବୈଠକ : ଦଶହରା ପୂର୍ଣ୍ଣିମା ଦିନ ହେବ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଧଣ୍ଡାମାଲ ପଞ୍ଚାୟତର ଅନ୍ତର୍ଲା ଗାଁରେ ଦଶହରା ପୂର୍ଣ୍ଣିମା ଦିନ ହେବାକୁ ଥିବା କାନ୍ଦୁଲ ବୁଢ଼ା ଯାତ୍ରାକୁ ନେଇ ଏକ ପସ୍ତୁତି ବୈଠକ ହେଡ ମଲ୍ଲିକ ବାସୁଦେବ ସିଂ ନିନାଙ୍କ ସଭାପତିତ୍ୱରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାଟି…
Read More...

ବରିଷ୍ଠ ଫୁଟବଲ ଖେଳାଳୀ ସୁନ୍ଦରମଣୀ ଦଣ୍ଡସେନାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁର ବରିଷ୍ଠ ଫୁଟବଲ ଖେଳାଳୀ ତଥା ଆକାଶବାଣୀ କଣ୍ଠଶିଳ୍ପୀ, ଅବସର ପ୍ରାପ୍ତ ଶିକ୍ଷକ ସୁନ୍ଦରମଣି ଦଣ୍ଡସେନା(୬୮)ଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ଦଣ୍ଡସେନା ସଇଁନ୍ତଲା ବ୍ଳକରେ ଶିକ୍ଷକ ଚାକିରୀ…
Read More...

ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅନିଶ୍ଚିତତା ଧାରଣା ୨୯ଦିନରେ : ଧାରଣାକୁ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡ଼ିଶା ପକ୍ଷରୁ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳୀନ ଧାରଣା ବୁଧବାର ଦିନ ୨୯ ଦିନରେ ପହଞ୍ଚିଛି । କୌଣସି ପ୍ରଶାସନିକ ପ୍ରତିଶ୍ରୁତି ତଥା ଚିନିକଳ…
Read More...

ସାଲେପାଲିର ବରିଷ୍ଠ କଳାକାର ଗୁରୁବାରୁ ଷାଣ୍ଢଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ବରିଷ୍ଠ ନାଟ୍ୟ କଳାକାର ତଥା ସ୍ୱେଛାସେବୀ ଗୁରୁବାରୁ ଷାଣ୍ଢ(୭୪)ଙ୍କ ଗତ ସୋମବାର ଦିନ ୧ଟା ସମୟରେ ପରଲୋକ ଘଟିଯାଇଛି । ସେ ଜଣେ କଳାକାର ଥିବା ସହ ସେବା କାର୍ଯ୍ୟ ପ୍ରତି ତାଙ୍କର ଅନେକ ଅବଦାନ ଥିଲା । ତାଙ୍କ ଶେଷ ସମୟରେ ତାଙ୍କ…
Read More...

ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ 

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ବଲାଙ୍ଗିର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା…
Read More...

ଦେଓଗାଁ ବ୍ଲକ ଗାଈବାହାଲରେ ସ୍ମାର୍ଟ କାର୍ଡ ବଣ୍ଟନ ବେଳେ କୃଷି ମନ୍ତ୍ରୀଙ୍କ ମଞ୍ଚ ଉପରକୁ ଅଣ୍ଡା ମାଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସାଢ଼େ ୪ଟା ସମୟରେ ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତରେ କୃଷି, ମତ୍ସ୍ୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବାକୁ ଆସିଥିଲେ । ହେଲେ ମନ୍ତ୍ରୀଙ୍କ ଭାଷଣ ଚାଳିଥିବା ବେଳେ ମଞ୍ଚ ପଛ ପଟୁ…
Read More...

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ : ପ୍ରଥମ ଦିନରେ ୭ପଞ୍ଚାୟତରେ ୭୪୪ଜଣଙ୍କୁ ପ୍ରଦାନ କରାଗଲା…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ୧୦ଟା ସମୟରେ ଦେଓଗାଁ ବ୍ଲକ ପରିସରରେ ଦେଓଗାଁ ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା । ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମକୁ ଅତିଥିମାନେ ପରଦାରେ ଦେଖି…
Read More...

ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଗୋବର୍ଦ୍ଧନ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୨ଟା ସମୟରେ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩୧ ତାରିଖ ଦିନ ଦେଓଗାଁ ବିଇଓ ସଂକୀର୍ତ୍ତନ୍ୟ ବାଗ ଅବସର ନେବା ପରେ ଦେଓଗାଁ ଏବିଇଓ ଅଜିତ…
Read More...