ବନ୍ଧପଡା ହାଇସ୍କୁଲର କନିଷ୍ଠ କିରାଣୀ ଉପେନ୍ଦ୍ର ବାଗଙ୍କ ଅବସର ଗ୍ରହଣ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ହାଇସ୍କୁଲର କନିଷ୍ଠ କିରାଣୀ ଉପେନ୍ଦ୍ର ବାଗଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ!-->…
Read More...
Read More...