ଜରାସିଂହା +୨କଲେଜରେ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା
ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଜରାସିଂହା +୨କଲେଜରେ ଛାତ୍ରଛାତ୍ରୀ ମାନଙ୍କର କରୋନା ପରୀକ୍ଷା କରାଯାଇଛି । ଦେଓଗାଁ ସିଏଚ୍ସିରୁ କର୍ମଚାରୀମାନେ ଆସି ସମସ୍ତଙ୍କ ପରୀକ୍ଷା କରିଥିଲେ । ୧୨୪ ଛାତ୍ରଛାତ୍ରୀଙ୍କ ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିଛି । କଲେଜର ଅଧ୍ୟକ୍ଷ ବସନ୍ତ କୁମାର!-->…
Read More...
Read More...