ଦେଓଗାଁ ବ୍ଲକରେ ତିନି ଓଳି ଧରି ଲଗାଣ ବର୍ଷା : ରାସ୍ତା-ଘାଟ, ନଦୀ-ନାଳ ସବୁଠି ଭରପୁର ପାଣି, ୨ ଦିନରେ ୧୦୦ ମିଲି ମିଟିର…
ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇ ଗୁରୁବାର ଦିନ ସାରା ଲଗାଣ ବର୍ଷା ଲାଗି ରହିଛି ଦେଓଗାଁ ବ୍ଲକରେ । ଦିନ ସାରା ମେଘୁଆ ପାଗ ରଖି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟାରେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।!-->…
Read More...
Read More...