Browsing Tag

deogaon news

ଦେଷଣ୍ଢ ଚାନ୍ଦଲି ପାହାଡ ଓ ଭୁଲିଆକଟାକୁ ଡିଏଫ୍‌ଓ ଏବଂ ଏସିଏଫ୍‌ଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ଗାଁ ନିକଟରେ ଥିବା ପର୍ଯ୍ୟଟନସ୍ଥଳି ଚାନ୍ଦଲି ପାହାଡ ଓ ଐତିହାସିକ ଭୁଲିଆକଟାକୁ ମଙ୍ଗଳବାର ବଲାଙ୍ଗିର ଡିଏଫ୍‌ଓ ସୁଦର୍ଶନ ବେହେରା, ଏସିଏଫ୍‌ ମାନସ ବେହେରା ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ।
Read More...

ଦେଓଗାଁ ଅଞ୍ଚଳରେ ୧୫ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ : ବଢୁଛି ଜନ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜିର ସମୟରେ ଟିକିଏ ସମୟ ପାଇଁ ମୋବାଇଲ ଇଣ୍ଟରନେଟ ଠାରୁ ଦୂରେଇ ରହିବା ଲୋକଙ୍କ ପାଇଁ ଭାରି କଷ୍ଟକର । ମଣିଷ ଏବେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଉପରେ ନିଜର ଅଧିକାଂଶ କାମ ପାଇଁ ନିର୍ଭରଶୀଳ ହେଲାଣି । କେହି ଘରେ ବସି ଅଫିସ କାମ କରୁଛି ତ' ଆଉ କେହି ଏହା
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ସଭାପତିତ୍ୱରେ ରେଡ ରିବନ୍ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ରେଡ ରିବନ କ୍ଲବ ସଂଯୋଜକ ଶ୍ରୀନିବାସ ଗଡତ୍ୟା ଅତିଥି ପରିଚୟ ପ୍ରଦାନ
Read More...

ଆଳୁ ଚାଷ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା

ଦେଓଗାଁ ବ୍ଲକ ୨୬ ପଞ୍ଚାୟତରେ ମାତ୍ର ଜଣେ ଉଦ୍ୟାନ ସଂପ୍ରସାରଣ କର୍ମୀ ଦେଓଗାଁ, (ମନୀଷ କୁମାର ସାହୁ) : ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ୫୦ହେକ୍ଟର ଅର୍ଥାତ ୧୨୫ଏକର ଚାଷ ଜମୀରେ ଆଳୁ ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ ଚାଷୀଙ୍କୁ ପରାମର୍ଶ
Read More...

ଦେଓଗାଁ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତବିଂଶତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗାଈବାହଲ ସରପଞ୍ଚ ତ୍ରିଲୋଚନ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି
Read More...

ଦେଓଗାଁ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ମନୋରଂଜନ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସମ୍ବିଧାନ ଦିବସର
Read More...

ସାରସମାଲ ୟୁପି ସ୍କୁଲରେ ସମ୍ବିଧାନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧାରୁଆଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ଅରବିନ୍ଦ ପ୍ରଧାନ, ଜ୍ୟୋତିଲାଲ ସାହୁ, ପ୍ରଶାନ୍ତ
Read More...

ଜରାସିଂହାରେ ‘ଶ୍ରୀରାମ କଥା’ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ଭଂଜ କଳା ମଣ୍ଡପରେ ଗତ ୧୯ ତାରିଖରୁ ୭ ଦିନ ଧରି ସ୍ୱଧର୍ମ ଚେତନା ପ୍ରଭୁଦାସ ଶ୍ରୀ ଅନନ୍ତ ଚରଣଙ୍କ ଭକ୍ତିମୟ ଆଧ୍ୟାତ୍ମିକ ଶ୍ରୀ ରାମ କଥା ପ୍ରବଚନ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି ।
Read More...

ବଡ଼ ବିପଦ ପରେ ଚେଇଁବ କି ପ୍ରଶାସନ : ଏନ୍‌ଏଚ୍‌ ଉପରକୁ ମାଡ଼ି ବସିଛି ୧୫ ଫୁଟ୍‌ର ଅନାବନା ଘାସ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ ନଂ ଜାତୀୟ ରାଜପଥର ଦେଓଗାଁ ସୋନଗଡ ବ୍ରିଜର ବଙ୍ଗଳା ଛକ ପଟକୁ ପୋଲର ଶେଷ ଭାଗରେ ରାସ୍ତାକଡ଼ରେ ୧୨ରୁ ୧୫ ଫୁଟ ଉଚ୍ଚ ବିଶିଷ୍ଟ ଅନାବନା ଘାସ, ଗଛ ଲତା ରହିଥିବାରୁ ବିଭିନ୍ନ ସମୟରେ ଏଠାରେ ଛୋଟମୋଟ ଦୁର୍ଘଟଣାର ପରିସ୍ଥିତି ଦେଖିବାକୁ
Read More...

ଦେଓଗାଁ ରେଳ ଷ୍ଟେସନ ମୁଖ୍ୟ ରାସ୍ତାରେ ଘଂଚ ଅନାବନା ଘାସ : ସଫେଇ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନର ମୁଖ୍ୟ ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ରହିଥିବାରୁ ଷ୍ଟେସନକୁ ଯାତାୟତ ବେଳେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା କଡରେ ୮ରୁ ୧୦ଫୁଟ୍‌ ଉଚ୍ଚ ବିଶିଷ୍ଟ ଗଛ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ପ୍ରଶାସନ
Read More...