ବିଶ୍ଵନାଥ ଦେବ ଉଚ୍ଚ ବିଦ୍ୟାପୀଠ ଗଡ଼ମୋଟାରୀର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ ଗଡ଼ମୋଟରୀର ସୁବର୍ଣ୍ଣ ଜୟନ୍ତୀ ପାଳନର ପ୍ରସ୍ତୁତି ବୈଠକ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପ୍ରାକ୍ତନ!-->…
Read More...
Read More...