Browsing Tag

delanga news

ବିଶ୍ୱ ପାଇପ ଯୋଗେ ନିରାପଦ ଜଳଯୋଗାଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍ତମ ଜଳ ଯୋଗାଣର ସୁବ୍ୟବସ୍ଥା, ସ୍ୱାସ୍ଥ୍ୟ, ପରିବେଶ, ପରିମଳ, ନିରାପତ୍ତା ଏବଂ ସ୍ଥିରତା ରକ୍ଷା କରିବାରେ ପାଇପ ମିସ୍ତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୧୧ ମାର୍ଚ୍ଚରେ ଡବ୍ଲୁପିଡ଼ି
Read More...

ଆନ୍ତର୍ଜାତୀୟ ବିସ୍ମୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୃଷ୍ଟିରେ ଜଣେ ଜଣେ ବିସ୍ମୟ ମାନବ । ସୃଷ୍ଟିରେ ଅନନ୍ୟ, ସ୍ୱତନ୍ତ୍ର ଏବଂ ଚମତ୍କାର ବ୍ୟକ୍ତିତ୍ୱ ଅଟନ୍ତି । ଦୟାର୍ଦ୍ର ହୃଦୟବାନ ମଣିଷଟିଏ ହେଉ କିମ୍ବା ଅନ୍ୟକୁ ଭଲ ପାଇବା, ବୁଝିବା, ସାଦରେ ନିଜର ଅନ୍ତରଙ୍ଗ ଭାବେ ଗ୍ରହଣ
Read More...

ଡେଲାଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନେହୁରୁ ଯୁବ କେନ୍ଦ୍ର ପୁରୀ ଓ ଇଣ୍ଟେଲେକ୍‌ଚୁଆଲ୍‌ କ୍ଲବ ଘୋରଡ଼ିଆ, ଡେଲାଙ୍ଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ମହିଳା
Read More...

ରାଷ୍ଟ୍ରୀୟ ଅବସାଦରୁ ଓହରିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୯ରେ ଆମେରିକା ଏବଂ ବିଶ୍ଵର ଅନ୍ୟାନ୍ୟ ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଏ । ଏହି ଦିବସଟି ଲୋକମାନଙ୍କୁ ଦୁ୍ଃଖ ପାଶୋରିବାକୁ, ଅତୀତର ଅଭିଯୋଗକୁ ଆଗକୁ ବଢିବାକୁ ନଦେବାକୁ ଏବଂ ଜୀବନ ଉପରେ ଏକ ସକରାତ୍ମକ ଦୃଷ୍ଟିକୋଣ ଗ୍ରହଣ
Read More...

ଡେଲାଙ୍ଗରେ ବିଏସ୍‌କେୱାଇ ନବୀନ କାର୍ଡ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଏସ୍‌କେୱାଇ ନବୀନ କାର୍ଡ ନୂତନ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ
Read More...

ଆନ୍ତର୍ଜାତୀୟ ମହିଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳନ କରାଯାଉଥିବା "ଆନ୍ତର୍ଜାତୀୟ ମହିଳା ଦିବସ" ହେଉଛି ମହିଳାମାନଙ୍କ ସଫଳତାକୁ ସମ୍ମାନ ଦେବା, ସମାଜରେ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଏବଂ ଲିଙ୍ଗଗତ ସମାନତା ପାଇଁ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଳନ କରିବା । ପ୍ରଥମ
Read More...

ଶୋକ ସଭାରେ ସାଥୀକୁ ଝୁରିଲେ ସାଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତ ସାଥୀ କେବେ ସାଥୀକୁ ଭୁଲେ ନାହିଁ । ସାଥୀ ସବୁ ବେଳେ ସାଥୀ ହୃଦୟରେ ଚିରକାଳ ରହିଥାଏ । ସ୍ଥାନୀୟ ବେରବୋଇ ଗ୍ରାମ ପଞ୍ଚାୟତ ଅଧୀନ ଆୟୁତନଡୁଆ ଗାଁର ଜଣାଶୁଣା ଟିଭି ମେକାନିକ୍ ତଥା ଜଣେ ମେଳାପି ଯୁବକ ସନ୍ତୋଷ କୁମାର ଦାଶଙ୍କ ଅକାଳ ବିୟୋଗରେ
Read More...

ଦ ମିରର୍ ସୋସିଆଲ ଫାଉଣ୍ଡେସନ ତରଫରୁ ଦନ୍ତ ଚିକିତ୍ସକ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ମିରର୍‌ ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଜାତୀୟ ଦନ୍ତ ଚିକିତ୍ସକ ଦିବସ ଅନୁଷ୍ଠିତ ହୋଇଯାଇଛି । ଆଶାଦୀପ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଜଳଖିଆର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ମେମ୍ବର ଉପସ୍ଥିତ ରହି ସାହାଯ୍ୟର ହାତ ବଢାଇଥିଲେ ।
Read More...

ଜାତୀୟ ଦନ୍ତ ଚିକିତ୍ସକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୬ ଜାତୀୟ ଦନ୍ତ ଚିକିତ୍ସକ ଦିବସ । ଦନ୍ତ ଚିକିତ୍ସକମାନେ ହେଉଛନ୍ତି କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ଯେଉଁମାନେ ଆମର ଦାନ୍ତ ରୋଗ ଜନିତ ଦେଖାଯିବା ଯନ୍ତ୍ରଣାକୁ ଚିକିତ୍ସା ଦ୍ଵାରା ଦୂର କରନ୍ତି । ହସ ପ୍ରକୃତରେ ଜଣଙ୍କର ଚେହେରାକୁ
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ଲୋକସେବା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଲୋକସେବା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ
Read More...