ସ୍କୁଲ ଛାତ୍ର ଦୀପ୍ତିରଞ୍ଜନ ପରିଡାଙ୍କ ଅକାଳ ବିୟୋଗ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ସ୍ୱର୍ଗତ ଧରଣୀଧର ପରିଡାଙ୍କ ଏକ ମାତ୍ର ପୁତ୍ର ତଥା ଘୋରଡ଼ିଆ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଦୀପ୍ତିରଞ୍ଜନ ପରିଡା (୧୪) ଆଜି ସକାଳେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।!-->…
Read More...
Read More...