Browsing Tag

delanga news

ନବନିର୍ବାଚିତ ସରପଞ୍ଚମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କିତ ଓରିଏଣ୍ଟେସନ୍‌ ଟ୍ରେନିଂ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବନିର୍ବାଚିତ ସରପଞ୍ଚମାନଙ୍କୁ ବିଭିନ୍ନ ଦାୟିତ୍ୱ ଓ କ୍ଷମତା ସମ୍ପର୍କରେ ଅବଗତ କରାଇବା ସମେତ ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଅନୁସୂଚିତ ଜାତି ଓ ଜନଜାତିଙ୍କ
Read More...

ଜିପିଏଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଫ୍ରେଣ୍ଡସ୍ କ୍ଲବ ଚାମ୍ପିୟାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଘନିପୁର ପଞ୍ଚାୟତ ଅନ୍ତର୍ଗତ କଣାସ ମାଇନର ପାର୍ଶ୍ଵରେ ଅବସ୍ଥିତ ପଥରପଦା ସାହି ଖେଳପଡ଼ିଆରେ ରବିବାର ଜିପିଏଲ(ଘୋରଡ଼ିଆ ପ୍ରିମିୟର ଲିଗ ସିଜିନ-୩)କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଉଦ୍‌ଯାପିତ ହୋଇଯାଇଛି । ତାଜ କ୍ରିକେଟ
Read More...

ସମାଜସେବୀଙ୍କ ହୃଦଘାତରେ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ ଆଙ୍କୁଲା ଗ୍ରାମର ବାସିନ୍ଦା ତଥା ସମାଜସେବୀ ରାମଚନ୍ଦ୍ର ପ୍ରଧାନ(୬୨)ଙ୍କ ଶୁକ୍ରବାର ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ରାମଚନ୍ଦ୍ର ଅପରାହ୍ନରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଜମିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଚୁଂଦୋଳ ମେଳଣ ଜମାଣ ଉତ୍ସବ ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ବହୁ ଆଡମ୍ବର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ରାତି ସାରା ବିଭିନ୍ନ ଆତସ୍‌ ବାଜି ବାଣରେ ସମଗ୍ର ମେଳଣ ପଡିଆ ପ୍ରକମ୍ପିତ ହୋଇ
Read More...

ମନରେଗା ଓ ଏନ୍‌ଏଫ୍‌ଏସ୍‌ଏ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିଆର୍‌ଡିଏ, ପୁରୀ ଓ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଗୁରୁବାର ଡେଲାଙ୍ଗ ବ୍ଲକ
Read More...

ବେରବୋଇ ମେଳଣରେ ଅଘଟଣ : ଗଛ ପଡି ଦୋଳବେଦୀ ଭାଙ୍ଗିଲା, ଜଣେ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ବଜାର ନିକଟସ୍ଥ ମେଳଣ ପଡିଆରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ବହୁ ପୁରାତନ ବରଗଛ ଉପୁଡି ପଡିବାରୁ ଜଣେ ଲୋକ ଆହତ ହେବା ସହିତ ରାଧା ମୋହନ ଦେବଙ୍କ ଦୋଳବେଦୀ ଭାଙ୍ଗି ଯାଇଛି । ଆଜି ଠାକୁରଙ୍କ ମେଳଣ ଉତ୍ସବ
Read More...

ଖେଲଉର ପଂଚାୟତ ପକ୍ଷରୁ ଖୋଲିଲା ଜଳଛତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଚଣ୍ଡ ଗୀଷ୍ମ ପ୍ରବାହ ସାଙ୍ଗକୁ ରୋଦ୍ରତାପର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏସବୁକୁ ଦୃଷ୍ଟିରେ ରଖି ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଖେଲଉର ପଂଚାୟତର ବ୍ରାହ୍ମଣତରାବୋଇ ଛକ ନିକଟରେ ଖେଳଉର ପଂଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇଛି । ଏହି
Read More...

ବିଶ୍ୱ ବନ ଦିବସରେ ବୃକ୍ଷ ରୋପଣ ସହ କୁମୁକା ଜଙ୍ଗଲ ସୁରକ୍ଷା ଆହ୍ୱାନ ଦେଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମାର୍ଚ୍ଚ ୨୧ ବିଶ୍ୱ ବନ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ଆଇନଜୀବୀ ହୃଷୀକେଶ ପାଢ଼ୀ ଗଛ ଲଗାଈ ସବୁଜ ବଳୟ ସୃଷ୍ଟି କରି ବିଶ୍ୱ ତାପାୟନରୁ
Read More...

ଶ୍ୟାମସୁନ୍ଦର ପାଠାଗାର ପକ୍ଷରୁ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପରିସରରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ଅବସରରେ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଶରତ କୁମାର
Read More...

ଦୋଳବେଦୀରେ ବୃକ୍ଷ ପୂଜନ ଓ ଦାନ କରି ଉଦାହରଣ ପାଲଟିଲେ ଆଇନଜୀବୀ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଦୋଳପୂର୍ଣ୍ଣମୀରେ ହର-ପାର୍ବତୀ, ରାଧା -ମୋହନ ଦୋଳବେଦୀ ଉପରେ ଦୋଳିରେ ଝୁଲି ଫଗୁ ଲାଗି ସହ ଭୋଗ ଖାଉଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ନିଜ ଗ୍ରାମ ଦୋଳବେଦୀ ଉପରେ ଐଶାନ୍ୟଶ୍ୱର ଦେବ ଓ ରାଧାମୋହନ ଦେବଙ୍କୁ
Read More...