Browsing Tag

delanga news

ଏ.ଆଇ.କେ.କେ.ଏମ୍‌.ଏସ୍‌. ପକ୍ଷରୁ ଏମ୍‌.ଏସ୍‌.ପି. ସପ୍ତାହ ପାଳିତ

ଡେଲଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଏମ୍‌.ଏସ୍‌.ପି.କୁ ଆଇନର ମାନ୍ୟତା ଦେବା ଓ ସ୍ୱାମୀନାଥନ କମିଶନର ରିପୋର୍ଟ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ମୂଲ୍ୟ ନିର୍ଧାରଣ କରିବା ଦାବୀରେ ଚଳିତ ମାସ ୧୧ରୁ ୧୭ ଯାଏ
Read More...

ଘୋରଡ଼ିଆ ଯଜ୍ଞାଶ୍ରମ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରାମନବମୀ ଅବସରରେ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ବାରବାଟୀ ଯଜ୍ଞାଶ୍ରମ ପୀଠରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ୪୦ତମ ବାର୍ଷିକ ଶ୍ରୀ ଶ୍ରୀ ରାମ ବିଶ୍ଵଶାନ୍ତି ମହାଯଜ୍ଞର ରବିବାର ଦିନ ପୂର୍ବାହ୍ନରେ ଶୁଭାରମ୍ଭ
Read More...

ଫାଟିଲା ପାଣି ପାଇପ : ଦୁଷିତ ପାଣି ପିଉଛନ୍ତି ଗ୍ରାମବାସୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାରଠାରୁ ମାତ୍ର ୨୦୦ ମିଟର ଦୂର ଡେଲାଙ୍ଗ - ବ୍ରହ୍ମଗିରି ରାସ୍ତା ମଝିରେ ପାଣି ପାଇପ ଫାଟିଯିବାରୁ ରାସ୍ତାଉପରେ ପାଣି ଜମିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟପଟେ ପାନୀୟଜଳ ପାଇବା ପାଇଁ
Read More...

ଦୟଣାଚୋରୀ ମେଳନ ଉତ୍ସବ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଳ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀରାଧାମୋହନଦେବଙ୍କ ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ଜମାଣ ଏପ୍ରିଲ ୧୫
Read More...

୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତାନ ଶିକ୍ଷାନୁଷ୍ଠାନ ମହତାବ ଉଚ୍ଚ ବିଦ୍ୟାଳୟର୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରମାନଙ୍କ ମଧ୍ୟରେ ଏକ ବନ୍ଧୁମିଳନ ଉତ୍ସବ ମା ଗଡଚଣ୍ଡି, ଗଡକାଳୁପଡା ପୀଠସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ପର୍ବ
Read More...

ଫକୀର ଚରଣ ପାଢ଼ୀଙ୍କ “ଜଣା ଅଜଣା’ ପୁସ୍ତକ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସାରସ୍ଵତ ସାଧକ ତଥା ଓଡିଶାର ଜଣାଶୁଣା ସାହିତ୍ୟିକ ଚାଳିଶ ଖଣ୍ଡ ପୁସ୍ତକର ସ୍ରଷ୍ଟା ଫକୀର ଚରଣ ପାଢ଼ୀଙ୍କର ପୁସ୍ତକ "ଜଣା ଅଜଣା' ସତ୍ୟବାଦୀର ପଞ୍ଚସଖାଙ୍କ
Read More...

ପବିତ୍ର ଉତ୍କଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଉତ୍କଳ ଦିବସ ପାଳିତ । ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବିଦ୍ୟାଳୟରେ ପଞ୍ଚାୟତ ସମିତି ଡେଲାଙ୍ଗର ଅଧ୍ୟକ୍ଷ ଶ୍ରୀମତୀ ବାସନ୍ତୀ ସାହୁ ଓ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ
Read More...

ଡେଲାଙ୍ଗ ମଣ୍ଡଳ ସହଶିକ୍ଷାଧିକାରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଡେଲାଙ୍ଗ ମଣ୍ଡଳ ସହଶିକ୍ଷାଧିକାରୀ ଶର୍ମିଷ୍ଠା ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହରେ ମଣ୍ଡଳ ଶିକ୍ଷାଧିକାରୀ ନୀରଞ୍ଜନ ପାତ୍ର ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ଲକ୍ଷ୍ମଣ ପ୍ରଧାନ ସହଶିକ୍ଷାଧିକାରୀ,
Read More...

ସହକାରୀ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସତ୍ୟପ୍ରିୟ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରପଦାର ଶ୍ରୀମତୀ ନମିତା ଦେବୀ ସହକାରୀ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ ଗୁରୁବାର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ
Read More...

ପୁଅର ଦୁର୍ଘଟଣା ଦୁଃଖରେ ମ୍ରିୟମାଣ ହୋଇ ସାମ୍ବାଦିକ ବାପା ହୃଦଘାତର ଶିକାର : ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି,…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁଅର ଦୁର୍ଘଟଣା ଦୁଃଖରେ ମ୍ରିୟମାଣ ହୋଇ ସାମ୍ବାଦିକ ବାପା ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି । ହୃଦଘାତର ଶିକାର ହୋଇଥିବା ବାପା କହିଛନ୍ତି ଯେ, ପ୍ରିୟ ଶୁଭେଚ୍ଛୁ ଓ ବନ୍ଧୁଗଣ, ମୋ ସାନପୁଅ ସୂର୍ଯ୍ୟକାନ୍ତର ବାଇକ ଦୁର୍ଘଟଣାରେ ଗୋଡଭାଙ୍ଗି
Read More...