Browsing Tag

delanga news

ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ ପରିସରରେ ବିଶ୍ୱ ମାତୃ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମା'ର ମମତା ସର୍ବଶ୍ରେଷ୍ଠ, ଜୀବନ ପାଇଁ ତାଙ୍କର ଅବଦାନ ଅତୁଳନୀୟ ସେଥିପାଇଁ ମା' ସମାଜରେ ସର୍ବଦା ଆଦରଣୀୟା ଓ ପୂଜନୀୟା ବୋଲି ବିଶ୍ୱ ମାତୃ ଦିବସ ପାଳନ ଅବସରରେ ସମାଜସେବୀ କାଶୀନାଥ ମହାପାତ୍ରଙ୍କ ଆବାହକତ୍ୱରେ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ
Read More...

ଶ୍ରୀପୁରୁଷୋତ୍ତମପୁର ଓ ଜେନାପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଡିଓ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ଶ୍ରୀପୁରୁଷୋତ୍ତମପୁର ଓ ଜେନାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସ୍ଥିତି ଓ ଅଗ୍ରଗତି ଉପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଉଭୟ ପଞ୍ଚାୟତ ପରିଦର୍ଶନ କରିବା ସହ
Read More...

ଡେଲାଙ୍ଗରେ ବିଶ୍ଵ ରେଡକ୍ରସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ୱ ରେଡକ୍ରସ୍ ଦିବସ ଅବସରରେ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ତରଫରୁ ମହାବିଦ୍ୟାଳୟର ରେଡକ୍ସ ୟୁନିଟ୍‌ର ସଭାପତି ଅଧ୍ୟକ୍ଷ ଡଃ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ମୁନିନ୍ଦା ଗ୍ରାମ ପଂଚାୟତର ଡାକପଡାସ୍ଥିତ ବରିଷ୍ଠ
Read More...

ସ୍ୱର୍ଗତଃ ଗୋପିନାଥ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାୟକ ବିଦୂର ଉପାଧିରେ ଭୂଷିତ ତଥା ଦିବଂଗତ ସୁପ୍ରସିଦ୍ଧ ସଂକୀର୍ତ୍ତନ ଗାୟକ ସ୍ୱର୍ଗତଃ ଗୋପିନାଥ ପ୍ରଧାନଂକ ୧୪ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶନିବାର ଡେଲାଂଗ ବ୍ଲକ ଅଧିନସ୍ଥ ତାଂକ ଗ୍ରାମ ମୁନିନ୍ଦାଠାରେ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ
Read More...

ଫକୀର ଚରଣ ପାଢ଼ୀଙ୍କ ରଚିତ ‘ସ୍ମୃତିରେ ପ୍ରଫୁଲ୍ଲ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳଚକ୍ର ପ୍ରକାଶନ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ରଚିତ "ସ୍ମୃତିରେ ପ୍ରଫୁଲ୍ଲ 'ଗତକାଲି ଗାନ୍ଧୀପୀଠ ବେରବୋଇଠାରେ ପ୍ରଫୁଲ୍ଲ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଲୋକାର୍ପିତ ହୋଇଯାଇଛି । ସମାଜସେବୀ
Read More...

ଡେଲାଙ୍ଗ ବ୍ଲକର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସ୍ୱାସ୍ଥ୍ୟ ସେବା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଗୁଡିକର ସ୍ଥିତ, ଅବସ୍ଥିତ, ଅଗ୍ରଗତି ଓ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ରୂଦ୍ରପ୍ରତାପ ମହାରଥୀ । ଏହି ସମୀକ୍ଷା ବୈଠକ
Read More...

ମା’ ବରୁଣେଇ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ମା' ବରୁଣେଇ ପୀଠ ସ୍ଥଳୀରେ ପ୍ରଥମ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ତିନି ଦିନ ଧରି ଅନୁଷ୍ଟିତ ହୋଇଥିଲା । ଓଁ ମା' ବରୁଣେଇ ନଦିଆ ମଣ୍ଡଳୀ ଓଗେର କୁଆପାଦ ଗ୍ରାମବାସୀ ପକ୍ଷରୁ ଆୟୋଜନ କରଯାଇଥିଲା ।
Read More...

ନୀଳାଚଳ କୃଷକ ମହାସଂଘର ୩୭ତମ ବାର୍ଷିକ ଉତ୍ସବ ଓ କୃଷକ ଦିବସ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୋ ପାଠାଗାର, ମୂନିନ୍ଦା ଠାରେ ନୀଳାଚଳ କୃଷକ ମହାସଂଘର ୩୭ତମ ବାର୍ଷିକ ଉତ୍ସବ ଓ କୃଷକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ଉତ୍ସବରେ ମହାସଂଘର ସଭାପତି ତଥା
Read More...

ଯୁବ କଳାକାରଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ଗ୍ରାମ ପଥରପଦା ସାହିର ବାବୁଲି ସାହୁଙ୍କ ପୁତ୍ର ମଳୟ ରଞ୍ଜନ ସାହୁ (୨୮)ଙ୍କ ଅକାଳ ବିୟୋଗ ଘଟିଛି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ନିମୋନିଆ ରୋଗରେ
Read More...

ବାବା ବାଣେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡେଲାଙ୍ଗ କୋଠବାଡ଼ ଗ୍ରାମ ପଂଚାୟତର ବଡ ଆଙ୍କୁଲା ଗ୍ରାମରେ ବାବା ବାଣେଶ୍ୱରଙ୍କ ପୀଠସ୍ଥଳୀରେ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ପିପିଲିର ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଡେଲାଙ୍ଗ ବ୍ଲକ
Read More...