Browsing Tag

delanga news

ମଣ୍ଡଳସ୍ତରୀୟ ବିଜ୍ଞାନ ପାଠ୍ୟ ଆଲୋଚନାଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୀବନୀ ଉପରେ ଆଧାରିତ ବିତର୍କ ଓ ପ୍ରବନ୍ଧ ଲିଖନ -୨୦୨୨ ପ୍ରତିଯୋଗିତା ନେଇ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ବୁଧବାର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୂର ପଞ୍ଚାୟତ ଯୋରକଣି ଗ୍ରାମର ମିଟୁ ପ୍ରଧାନ ଓ ଟିକନ ପ୍ରଧାନଙ୍କ ଦୁଇ ବଖରା ଚାଳଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସକାଳ ୮.୩୦ରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ
Read More...

ଘୋରଡିଆରେ ନୂତନ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଓ ଘନିପୂର ପଞ୍ଚାୟତର ବିଭନ୍ନ ସ୍କୁଲରେ ବାରମ୍ବାର ଚୋରି ହେଉଛି । ଏନେଇ ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଚୋରି ସାମଗ୍ରୀ ଉଦ୍ଧାର ଅଥବା ଚୋରକୁ ଧରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ
Read More...

ମହଲାଇରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସେପ୍ଟେମ୍ବର ୧୫ ତାରିଖରୁ ୨ ଅକ୍ଟୋବର ପର୍ଯ୍ୟନ୍ତ 'ସ୍ୱଚ୍ଛତା ହିଁ ସେବା' ଅଭିଯାନ ପାଳନ ଅବସରରେ ସୋମବାର ଦିନ ଦେଓଗାଁ ବ୍ଲକ ମହଲାଇ ପଞ୍ଚାୟତରେ ଗାଁ ପରିସର ପରିଷ୍କାର ପରିଚ୍ଛନତା କାର୍ଯ୍ୟକ୍ରମ
Read More...

ଡେଲାଙ୍ଗ ଓ କଣାସରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି : କଣ୍ଟି ଓ ମାଧିପୁର କାଜକୁ ବନ୍ଦ କରିବା ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନଦୀ ବନ୍ଧ ସୁଦୃଢିକରଣ, ନଦୀ ଖନନ ନିମନ୍ତେ ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି । ହେଲେ ବନ୍ୟା ସମୟରେ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ସମୟରେ କେଉଁଠି ନଦୀ ବନ୍ଧ ଭାଙ୍ଗିଲାଣି ତ କେଉଁଠି ବନ୍ଧରେ ଗଳିଆ ପଡି ଗାଁ
Read More...

ଡେଲାଙ୍ଗ ଥାନା ପରିସରରେ ରକ୍ଷକ କର୍ମଶାଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଡକ ଦୁର୍ଘଟଣା ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗଇଦେବା ସହିତ ସେମାନଙ୍କ ଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏନେଇ ରକ୍ଷକ କର୍ମଶାଳା ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଛି । ଏଣିକି ସଡକ
Read More...

ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ

'ସାହିତ୍ୟ : ଜଣା ଅଜଣା' ପୁସ୍ତକ ଲୋକାର୍ପଣ ଓ ବୃକ୍ଷ ରୋପଣ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସିଦ୍ଧପୀଠ ଆଂକୋଇରେ ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଦିନ ଡାଇରେକ୍ଟର ନୀଳମଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଲକୋର
Read More...

ରକ୍ଷକ ତାଲିମ୍ କର୍ମଶାଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ବାଣିଜ୍ୟ ଓ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ପରସରରେ ଥିବା ଅଭ୍ୟର୍ଥନା କକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ରକ୍ଷକ ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାସ୍ତାକଡ ଦୋକାନୀ, ବାହାନ ଚାଳକ ଓ
Read More...

ବିଶ୍ୱ ଓଜେନ ଦିବସର ଅନୁଚିନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଜେନ ସ୍ତରର ଗୁରୁତ୍ୱ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି ପାଇଁ ଏହି ଦିବସ ପାଳନର ମୂଳ ଲକ୍ଷ । ପୃଥିବୀ ପୃଷ୍ଠରେ ଓଜେନ ସ୍ତର ବିନା ଜୀବ ସତ୍ତା ଅସମ୍ଭବ । ଦ୍ରୁତ ଶିଳ୍ପାୟନ ଓ ଆଧୁନିକିକରଣ ଯୋଗୁଁ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା
Read More...

କଲ୍ୟାଣପୁର ପଞ୍ଚାୟତ ଗୋଦାମରୁ ଚୋରି : ୨ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଗୋଦାମରୁ ଗତ ୧୩ତାରିଖ ରାତିରେ ଚୋରି ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଜଣକୁ ଗିରଫ କରିଛି ।
Read More...