Browsing Tag

cuttack news

ଓଡିଶାରେ ଭିଣ୍ଟେଜ୍‌ ଯାନ ପାଇଁ ନୂତନ ପଞ୍ଜିକରଣ

ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟନୂତନ ପଞ୍ଜିକରଣ ପ୍ରାପ୍ତ ଭିଣ୍ଟେଜ ଯାନ ଗୁଡିକୁ ଭିଏ (ଭିଣ୍ଟେଜ୍‌) ଠାରୁ ଆରମ୍ଭ କରି ଏକ ସ୍ୱତନ୍ତ୍ର ପଞ୍ଜିକରଣ ମାର୍କ ଦିଆଯିବ କଟକ : ଭିଣ୍ଟେଜ୍‌ ଯାନ ସଂଗ୍ରହକାରୀଙ୍କ ପାଇଁ ଏକ ଖୁସି ଖବର, ନୂତନ ବର୍ଷ ଠାରୁ, ୫୦…
Read More...

ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ଜୟନ୍ତୀ ପାଳିତ

କଟକ : ମାହାଙ୍ଗା ବ୍ଲକ ନନ୍ଦକିଶୋର ବିଦ୍ୟାମନ୍ଦିର ପରିସରରେ ଶିଳ୍ପୀଗରୁ ବିମ୍ବାଧର ବର୍ମାଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଜୟନ୍ତୀ ରାଜ୍ୟସ୍ତରୀୟ ବିଭିନ୍ନ ସ୍ଥାନରେ ହେବାକୁ ଥିବାବେଳେ ମାହାଙ୍ଗାରେ ଏହି କାର୍ଯ୍ୟକ୍ରମକୁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା…
Read More...

ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ : ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ବାରଙ୍ଗ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ ଅଶୋକ ପ୍ରଧାନ । ସୂଚନା ଅନୁସାରେ, ନନ୍ଦନକାନନ ପଦାସାହି ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟର କାରଣ ଅସ୍ପଷ୍ଟ ରହିଛି ।…
Read More...

ଜାନୁଆରୀ ୧୨ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

୫ରୁ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ କଟକ : ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି) ଜାନୁଆରୀ ୧୨ ତାରିଖରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍‌ ଏବଂ ଦ୍ୱିତୀୟ ପେପର୍‌…
Read More...

ବାରବାଟୀରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ଚାଲିଛି ପ୍ରସ୍ତୁତି : ୨୫ ସୁଦ୍ଧା ଶେଷ ହେବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

କଟକ : ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱ କପ୍‌ ଆରମ୍ଭ ହେବ । ଏହାର ଉଦ୍‌ଘାଟନୀ ଉତ୍ସବ ସାରା ରାଜ୍ୟରେ ପାଳନ କରିବାକୁ ସରକାର ଯୋଜନା କରଛନ୍ତି । ୫ଟି ମହାନଗରୀରେ ହକି ବିଶ୍ୱକପ୍‌ ଉତ୍ସବ ପାଳନ ହେବ । ଏହି ୫ଟି ସହର ହେଉଛି କଟକ, ଭୁବନେଶ୍ୱର, ରାଉରକେଲା,…
Read More...

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

କଟକ : ପହଁରା ଶିଖୁଥିବା ବେଳେ ଯୋବ୍ରା ବ୍ୟାରେଜ ନିକଟରେ ବୁଡିଗଲେ ଯୁବକ । ଏ ସମ୍ପର୍କରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିଛି । ସୂଚନା ମୁତାବକ, ସକାଳେ ଯୁବକ ଜଣ ମହାନଦୀର ଯୋବ୍ରା…
Read More...

ଭାରସାମ୍ୟ ହରାଇ ୫ ବାଇକ୍ ଓ ୨ କାର୍ ଉପରେ ଚଢିଗଲା ଟ୍ରକ୍

କଟକ : କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ଟି କାର୍ ଉପରେ ଚଢି ଯାଇଥିବା ଜଣାପଡିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମୃତକ ଜଣକ ସେଠିକାର ଫଳ ଦୋକାନୀ ଓ ତାଙ୍କ ନାମ ସୁବାସ ସାହୁ ।…
Read More...

ଶୁଭ୍ରାଂଶୁ ସେନାପତି ଅଧିନାୟକ ଭାବେ ମନୋନୀତ

କଟକ : ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସିନିୟର ଚୟନ କମିଟି ବୈଠକ ବସି ୧୭ ଜଣିଆ ଦଳ ମନୋନୟନ କରାଯାଇଛି । ଓସିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଚୟନ…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଆୟୋଜିତ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ସମାଜଶାସ୍ତ୍ରରେ ଗବେଷଣାର ପଦ୍ଧତି ଶୀର୍ଷକରେ ଆଲୋଚନାଚକ୍ର ହୋଇଛି । ଏଥିରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ଵେତା ପ୍ରସାଦ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଆଲୋଚନା…
Read More...

ବଦଳିବେ ୬ ଥାନା ଅଧିକାରୀ : କଟକ ସମେତ ବାହାରକୁ ହେବେ ଟ୍ରାନ୍ସଫର

କଟକ : ଖୁବ୍‌ଶୀଘ୍ର କଟକ ସହରାଞ୍ଚଳ ପୁଲିସରେ ହେବ ଏକ ବଡ଼ ଧରଣର ଅଦଳବଦଳ । ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହେବ । ଖାସ୍‌କରି ୬ଟି ଥାନାର ଅଧିକାରୀଙ୍କୁ ଅବଳବଦଳ କରାଯିବ । ଏଥିସହିତ ଦୁଇ ଥାନାରେ ଖାଲିଥିବା ଇନ୍ସପେକ୍ଟର ପଦବିରେ ମଧ୍ୟ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଏନେଇ ପୁଲିସ…
Read More...