Browsing Tag

cattack news

ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି

କଟକ : ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ । ଜଷ୍ଟିସ ହରିଶ୍ ଟଣ୍ଡନଙ୍କୁ ଶପଥପାଠ କରାଇବେ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି । ହାଇକୋର୍ଟ ପରିସରରେ ହେବ ଶପଥ ଗ୍ରହଣ ଉତ୍ସବ । କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ…
Read More...

ହୋମଗାର୍ଡ ପଦବୀରେ ଆବେଦନ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି

କଟକ : ହୋମଗାର୍ଡ ପଦବୀ ପାଇଁ ବିଜ୍ଞାପନ ପରେ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ । ଚାକିରି ପାଇଁ ନାଁ ପଞ୍ଜୀକରଣ ପାଇଁ ଲାଗିଛି ଯୁବକ, ଯୁବତୀଙ୍କ ଲମ୍ବା ଧାଡ଼ି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସ୍ଥିତ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ । ସୂଚନା…
Read More...

ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍‌ର ନୂଆ ସଭାପତି

କଟକ : ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍‌ର ନୂତନ ସଭାପତିଙ୍କ ନାଁ ଏକ ପ୍ରକାର ନିଶ୍ଚିତ ହୋଇଛି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ହେବେ । ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ…
Read More...

ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା ୧୮ରୁ କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ

କଟକ : ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା । ସେଥିପାଇଁ ମଙ୍ଗଳବାର ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବେ ପ୍ରାୟ ୧୨ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଖାତା ମୂଲ୍ୟାୟନ ପାଇଁ ୧୧ହଜାର ୮ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି । ଏହା ବାଦ୍ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ଜଣ…
Read More...

ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ

କଟକ : କଟକ ସହରର ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ । ମୁକୁଳା ଡ୍ରେନ ଭିତରେ ପଶି କଟକ ୫୩ନମ୍ବର ୱାର୍ଡ଼ର ସାମାଜିକ କର୍ମୀ ବ୍ୟୋମକେଶ କାନୁନଗୋ କରିଛନ୍ତି ଅଭିନବ ପ୍ରତିବାଦ । ବ୍ୟୋମକେଶ ମୁକୁଳା ଡ୍ରେନ ନେଇ ବାରମ୍ବାର ସିଏମସି ରେ ଅଭିଯୋଗ କରିବା ପରେ ମୁକୁଳା ଡ୍ରେନ ସମସ୍ୟାର…
Read More...

ଚାଲିଥିଲା ବେଆଇନ ବନ୍ଧୁକ କାରଖାନା, ଚଢାଉ କଲା କ୍ରାଇମ୍‌ବ୍ରାଞ୍ଚ

କଟକ : କଟକରେ ବେଆଇନ ବନ୍ଧୁକ କାରଖାନା ଠାବ । କଟକ ସଦର ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ଜବତ କରାଯାଇଛି । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ…
Read More...

ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କ ଶ୍ରଦ୍ଧାଞ୍ଜଳି ସଭା

କଟକ, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଶିକ୍ଷାବିତ ଗୋପବନ୍ଧୁ ବିଶ୍ଵାଳଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା , "ସାଉଁଟା ସ୍ମୃତି" ସ୍ମରଣିକାର ଉନ୍ମୋଚନ ପର୍ବ, ଭକ୍ତି ସଙ୍ଗୀତ ଗାନ ଏବଂ ପ୍ରସାଦ ସେବନ ରେଭେନ୍ସା ୟୁନଭରସିିଟି କ୍ୟାମ୍ପସ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି ।…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ‘ଲିଙ୍ଗଗତ ରୁଢ଼ିବାଦର ମୁକାବିଲା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ପ୍ରଶ୍ନ କରିବା ଓ ରୁଢ଼ିବାଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପରାମର୍ଶ ଦେଲେ ପିଆଇବି ଏଡିଜି ଅଖିଳ କୁମାର ମିଶ୍ର କଟକ, (ପିଆଇବି) : ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ କଟକର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ…
Read More...

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡବାବୁ

କଟକ : ଡେପୁଟି ଟ୍ରାନ୍ସପୋର୍ଟ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଇଛି । କଟକ ଅଫିସ ସହ ଭୁବନେଶ୍ୱର, ନୟାଗଡ, ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ…
Read More...

କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି

ବାଙ୍କୀ : କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସୋମବାର ବାଙ୍କୀ ବ୍ଲକରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବାଙ୍କୀ ବ୍ଲକର ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।…
Read More...