ଖଲାସି ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ତରଫରୁ ଦୀର୍ଘ ମାସ ପରେ ଜବରଦଖଲ ଉଚ୍ଛେଦ ପୁଣି ଥରେ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ସକାଳୁ ଖଲାସି ସାହିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସାହି ଛକରେ ଥିବା ତ୍ରିନାଥ ମନ୍ଦିର ଠାରୁ ଭଙ୍ଗା ଆରମ୍ଭ ହୋଇଥିଲା । ସାହି ଭିତରେ ଉଭୟ କଡ଼ରେ!-->…
Read More...
Read More...