Browsing Tag

bramhapur news

ଛତ୍ରପୁରରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ପ୍ରଥମ ଦିନ ଅପରା‌ହ୍ନରେ ଆରମ୍ଭ ହୋଇଥିବା ଖେଳରେ ୪- ୩ ଗୋଲରେ କୋରାପୁଟ ଟିମ ବିଜୟୀ ହୋଇଛି । ଦ୍ୱିତୀୟ ଦିନ ଅର୍ଥାତ ଗୁରୁବାର ଆଜି ସକାଳ ୮ ଘଂଟାରେ ଆରମ୍ଭ ହୋଇଥିବା ଏହି ଫୁଟବଲ ମ୍ୟାଚଚରେ ଭଞ୍ଜନଗର ସହ ଭୁବନେଶ୍ୱର ଟିମ ମଧ୍ୟରେ ଖେଳ ହୋଇଥିଲା
Read More...

ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ହେଡ୍‌ କ୍ୱାର୍ଟରରେ ଗୋଟିଏ କିମ୍ବା ଆବଶ୍ୟକ ମୁତାବକ ତା'ର ନିକଟତମ ଗୁରୁତ୍ୱପୂର୍ଣ୍ଣ ସହରରେ ଆଉ ଗୋଟିଏ ଅର୍ଥାତ ସେହି ଜିଲ୍ଲାରେ ଦୁଇଟି ଜିଲ୍ଲା ହସ୍ପିଟାଲ ପ୍ରତିଷ୍ଠିତ ହୋଇଥିବା ବେଳେ ବୃହତ୍ତର ଗଞ୍ଜାମ
Read More...

ଅଲ୍‌ ଓଡିଶା ଇ.ପି.ଏଫ. ପେନସନର୍ସ ଆସୋସିଏସନ୍‌ର ଗଞ୍ଜାମ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇ.ପି.ଏଫ.ପେନସନଧାରୀ ମାନଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସମସ୍ତଙ୍କୁ ବର୍ଦ୍ଧିତ ପେନସନ ଏବଂ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସେବା ଓ ସୁବିଧା ଯୋଗାଇବାକୁ ପେନସନଧାରୀ ମାନେ ଦାବୀ କରିଛନ୍ତି । ଏହା ସହିତ ପେନସନଧାରୀଙ୍କୁ ସର୍ବନିମ୍ନ
Read More...

କେବେ ହେବ ସ୍ୱାଭାବିକ ଜୀବନ ଯାତ୍ରା ..?

ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇନି, ରେଳ ଷ୍ଟେସନ ଗୁଡିକ ଖାଁ ଖାଁ ଲାଗୁଛି ବ୍ର‌ହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାର ଘୋଷଣା ଅନୁସାରେ କୋଭିଡ଼-୧୯ ଗାଇଡ଼ ଲାଇନ କ୍ରମେ କୋରନା ମହାମାରୀକୁ ରୋକିବା ଲାଗି ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଥିଲା । ପରେ କିଛିଟା
Read More...

‘ନବୀନ’ର ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ‘ନବୀନ’ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ତ୍ରୟୋବିଂଶତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ନବୀନ ଭବନ ପରିସରରେ
Read More...

ଭାରୋତ୍ତୋଳକ ଭାସ୍କର ମହାରଣାଙ୍କ ବିୟେଗରେ ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘର ଶୋକସଭା

ବ୍ରହ୍ମପୁର : ରାଜ୍ୟର ଜଣାଶୁଣା ବରିଷ୍ଠ ଭାରୋତ୍ତୋଳକ ଭାସ୍କର ମହାରଣାଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘର ଏକ ଶୋକସଭା ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ରାଜ୍ୟ
Read More...

ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ଜାତିର ପିତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ
Read More...

ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର : ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ
Read More...

ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଠାବ କଲା ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କରୁଥିବା କାରଖାନା ଧରିଛି ପୋଲିସ । ଏନେଇ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ଅନେକ ନକଲି ସାମଗ୍ରୀ ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ
Read More...

ବ୍ରହ୍ମପୁର ମୀରା ବିହାର ଗୋଷାଣୀ ନୂଆଗାଁସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସାଧୁଚରଣ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁ, ମୀରାବିହାର ଠାରେ ୧୯୭୫ ମସିହାରେ ସ୍ଥାପିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସାଧୁ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଡାକ ଲଫାପା ସୋମବାର ଅପରାହ୍ଣରେ ବ୍ରହ୍ମପୁର ମୁଖ୍ୟ
Read More...