Browsing Tag

bramhapur news

ପୁଣି ଖୋଲିବ ବ୍ରହ୍ମପୁର କୋଭିଡ୍‌ ହସ୍ପିଟାଲ୍‌ : କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା

ବ୍ରହ୍ମପୁର : ସହରର ଉପକଣ୍ଠରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ୍‌ ପୁଣି ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେବେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା ରହିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ନୂତନ
Read More...

ବିଶ୍ୱର ପ୍ରଥମ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠାତା ସାର୍‌ ଭାଲେଣ୍ଟାଇନ ହାୱେଙ୍କ ୨୭୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନମାନଙ୍କ କଲ୍ୟାଣ ପାଇଁ ସାର୍‌ ଭାଲେଣ୍ଟାଇନ ହାୱେ ସର୍ବପ୍ରଥମେ ପ୍ୟାରିସ ଠାରେ ୧୭୮୨ ମସିହାରେ ପ୍ରଥମ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପ୍ରତିବର୍ଷ ନଭେମ୍ବର ୧୩ ତାରିଖରେ ତାଙ୍କ ଜନ୍ମଦିନ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ
Read More...

ବରିଷ୍ଠ ସାହିତ୍ୟିକ ଡା.ଚନ୍ଦ୍ରମଣି ସ୍ୱାଇଁଙ୍କ ବିୟୋଗରେ ସ୍ମୃତିସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାହିତ୍ୟିକ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡା.ଚନ୍ଦ୍ରମଣି ସ୍ୱାଇଁଙ୍କ ବିୟୋଗରେ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ସନ୍ଧ୍ୟାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ତଥା ନବୀନର
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶଙ୍କ ପରଲୋକ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶ(୮୨)ଙ୍କ ଗତରାତିରେ ହୃଦଘାତରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସେ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇ ଗତକାଲି ନିଜ ବାସଭବନକୁ ଆସିଥିଲେ । କି‌ନ୍ତୁ ବିଧିର ବିଧାନ
Read More...

ବିପିନ୍‌ ଦାଶଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ବିପିନ୍‌ ଦାଶଙ୍କ ବିୟୋଗରେ ନବୀନର ସଂପାଦକ ତଥା ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସଂବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ରଥ କହିଛନ୍ତି ସ୍ୱର୍ଗତ ଦାଶଙ୍କ ସହ ଗୋଟିଏ ସମୟରେ ପ୍ରଜାତନ୍ତ୍ରରେ ଏକାଠି
Read More...

ଦୃଷ୍ଟିହୀନମାନଙ୍କ ପଥ ପ୍ରଦର୍ଶକ ଧଳାବାଡ଼ି : ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ ତରଫରୁ ବିଶ୍ୱ ଧଳାବାଡ଼ି ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନ ବ୍ୟକ୍ତିମାନେ ସମାଜରେ କିପରି ସ୍ୱାଧୀନ ଭାବେ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ "ବିଶ୍ୱ ଧଳାବାଡ଼ି ଦିବସ' ପାଳନ କରାଯାଉଛି ବୋଲି ଓଡ଼ିଶା ଦୃଷ୍ଟିହୀନ
Read More...

ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (ରବି ରଥ) : ବିଶିଷ୍ଟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ନବୀନ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନବୀନ ସମ୍ପାଦକ ରବି ରଥଙ୍କ ସଭାପତିତ୍ୱ କରି ସ୍ୱର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଜୟପ୍ରକାଶ ଆନ୍ଦୋଳନ ଓ
Read More...

ତିନି ସାମ୍ବାଦିକଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (ରବି ରଥ) : ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ "ଆଜିକାଲି'ର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ନୟାଗଡ଼ରୁ ପ୍ରକାଶ ପାଉଥିବା "ଗ୍ରହରାଜ'ର ସମ୍ପାଦକ ହରିହର ମହାପାତ୍ର ଓ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି
Read More...

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ

ବ୍ରହ୍ମପୁର : ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଗଞ୍ଜାମ ଓ ଗଜପତି ସୀମା ଗୌଡ଼ଗୋଠ ଗ୍ରାମରେ ଅବକାରୀ ଓ ପୋଲିସ ମିଳିତ ଚଡାଉ କରି ୧୩ ହଜାର ୩୩୦ଲିଟର ପୋଚ ନଷ୍ଟ କରିବା ସହ ୫ହଜାର ୨୮୦ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରି ଛଅ ମହିଳାଙ୍କ ସମେତ ନଅ
Read More...