Browsing Tag

boudh news

ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲଣ୍ତାଗାଁ ଦଳକୁ ହରାଇ ଦେଢେଣମାଳ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ବନ୍ଧଗୋରା ଧବଳେଶ୍ବର କ୍ରିକେଟ କ୍ଲବ ଦ୍ବାରା ସ୍ଥାନୀୟ ଖେଳ ପଡିଆ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଆଜି ପ୍ରଥମ ସେମିଫାଇନାଲ ଖେଳରେ ମସିଣାଗୋରା ଦଳକୁ ହରାଇ ଲଣ୍ତାଗାଁ ଦଳ ଫାଇନାଲକୁ ପ୍ରବେଶ
Read More...

କୋଭିଡ କଟକଣା ମଧ୍ୟରେ ଖଡଙ୍ଗ ମହୋତ୍ସବ ପାଳନ ନେଇ ଆଲୋଚନା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବନ୍ଧଗୋରା ଧବଳେଶ୍ବର ମନ୍ଦିର ପରିସରରେ ଖଡଙ୍ଗ ମହୋତ୍ସବ ପାଳନ କମିଟି ତରଫରୁ ସଭାପତି ମନୋଜ ଦାଶଙ୍କ ସଭାପତିତ୍ବରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଭକ୍ତଚରଣ ସାହୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କାର୍ୟ୍ୟକ୍ରମକୁ ସ୍ବାଗତ କରି
Read More...

ବୌଦ୍ଧ ଜିଲ୍ଲା ପ୍ରେସ କ୍ଲକର ବାର୍ଷିକ ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଟା ଦିବସ ଅବସରରେ ଆଜି ବଙ୍କାପଡା ଗ୍ରାମରେ ଶିଶୁ ମାନଙ୍କୁ ଫଳ ଓ ଖାଦ୍ୟ ସାମଗ୍ରି ବଣ୍ଟନ କରାଯିବା ସହ ସହ‐ସଂପାଦକ ଦୁର୍ୟ୍ୟୋଧନ ବିଶିଙ୍କ ପ୍ରସ୍ଥାବକ୍ରମେ ଚାଲୁ ରହିଥିବା କରୋନା ମହାମାରିରେ ବିଗଦ ଦିନରେ ନିଜ ଜୀବନକୁ ବାଜି
Read More...

ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଭାଙ୍ଗିଲା ଦୁର୍ବୃତ୍ତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗ ଏବଂ ଘଣ୍ଟାପଡ଼ା ସେବା ସମବାୟ ସମିତି ତରଫରୁ ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଗତ ରାତିରେ କେଉଁ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାଯାଇଛି । ଏହା ଜଳ ଓ ପରିମଳ ବିଭାଗ ତରଫରୁ ୨ ଲକ୍ଷ ୧୦ ହଜାର ଓ ସମବାୟ ସମିତି ତରଫରୁ ୯୦ ହଜାର
Read More...

ବିଶ୍ୱ ପାଇଖାନା ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଜା) କାର୍ୟ୍ୟାଳୟ ଠାରେ କଣ୍ଟାମାଳ ଜଳ ଓ ପରିମଳ ବିଭାଗରେ କାର୍ୟ୍ୟରତ ଜିପି ମନିଟର ସଂଘ ତରଫରୁ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇ ଯାଇଛି । କବ୍ଜାର ସଭାପତି ଦୁର୍ବାକ୍ଷ ବସ୍ତିଆ ଓ ଜଳ ପରିମଳ ବିଭାଗର ବିଆରସି
Read More...

ନୂତନ ଭାରତ ନିର୍ମାଣରେ ନେହେରୁଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ମଙ୍ଗଳବାର କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭୂମିକା ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର
Read More...

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗତ ରାତିରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମନମୁଣ୍ଡା ଥାନା ସାହୁପଡା ଗ୍ରାମର ବାଇକ ଆରୋହୀ କୌଶିକ ପ୍ରଧାନ ସେ କୌଣସି କାମରେ ରେଢାଖୋଲ ଯାଇ ରାତି
Read More...

ଇନୋଭାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ୨ ଜଣ ମୃତ ,୨୫ରୁ ଅଧିକ ଆହତ

ଅନୁଗୁଳ/ବୌଦ୍ଧ, (ବଂଶୀଧର ମାଝୀ) : ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗତରାତି ପ୍ରାୟ ୧ଟା ସମୟରେ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବୌଦ୍ଧ ଛକ ପାଖରେ । ରାସ୍ତା କଡେ ଅଟକିଥିବା ଏକ ଇନୋଭା ଗାଡିକୁ ସମ୍ବଲପୁରରୁ ଭଞ୍ଜନଗର ଯାଉଥିବା ଏକ
Read More...

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ଗ୍ରାମପଞ୍ଚାୟତ ଡାକପଦର ଗାଁରେ ଫସଲ ଜଗିବାକୁ ଯାଇଥିବା ଜଣେ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଡାକପଦର ଗ୍ରାମର ଚମ୍ପେଶ୍ୱର ଜାନୀ (୫୫) ନାମକ ଜଣେ ଚାଷୀ ଗୁରୁବାର
Read More...

କଣ୍ଟାମାଳ ବ୍ଲକର ଶାନ୍ତିଲତା ସ୍ନାତକୋତ୍ତରରେ ଟପ୍ପର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବିଳାସପୁର ପଞ୍ଚାୟତ ପଦରପଡା ଗାଁର ମେଧାବୀ ଛାତ୍ରୀ ସୁଶ୍ରୀ ଶାନ୍ତିଲତା ସାହୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ପରୀକ୍ଷା ଦେଇ ମୋଟ ୭୧.୮୦ ପ୍ରତିଶତ ନମ୍ବର ରଖି ବିଶ୍ୱବିଦ୍ୟାଳୟର
Read More...