ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ହରଭଙ୍ଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା
ବୌଦ୍ଧ, (କେପିଏନ୍ଏସ୍) : ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟର ତଦାରଖ ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ କରିଛନ୍ତି ଅନୁ ଗର୍ଗ । ବୁଧବାର ଅପରାହ୍ନରେ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗସ୍ତ କରି ସେଠାରେ ନିର୍ମାଣଧୀନ!-->…
Read More...
Read More...