Browsing Tag

borigumba news

ସଡକ ଦୁର୍ଘଟଣା, ୨ବାଇକ ଆରୋହୀ ଗୁରୁତର

ବୋରିଗୁମ୍ମା : ବୋରିଗୁମ୍ମା ଜାତୀୟ ରାଜପଥ ୬୩ ନମ୍ବର ଶୋସାହାଣ୍ଡିରେ ବସକୁ ପଛରୁ ଧକ୍କା ଦେଲା ବାଇକ । ବସ୍‌ର ପଛପଟେ ବାଡେଇ ହୋଇ ଦୁଇ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦୁଇ ବାଇକ ଆରୋହୀଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳି ପାରିନାହିଁ ।
Read More...

ବୋରିଗୁମ୍ମା ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ବିଶ୍ୱଜିତ ମହାନ୍ତି

ବୋରିଗୁମ୍ମା : ବିଶ୍ୱଜିତ ମହାନ୍ତି ବୋରିଗୁମ୍ମା ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି । ଶ୍ରୀ ମହାନ୍ତି ପୂର୍ବରୁ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କର କୋରାପୁଟ ଜିଲ୍ଲାକୁ ବଦଳି ପରେ କୋରାପୁଟ ହେଡକ୍ୱାର୍ଟରରେ ରହିଥିଲେ । କୋରାପୁଟ
Read More...
error: Content is protected !!