Browsing Tag

bhubaneswar news

୪୪ତମ ଚେସ୍ ଅଲିମ୍ପିଆଡ ଟର୍ଚ୍ଚ ରିଲେକୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୪୪ତମ ଚେସ୍ ଅଲିମ୍ପିଆଡ ଟର୍ଚ୍ଚ ରିଲେକୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ ଦେଶରେ ଏପରି ଆନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ହେବା ଗର୍ବର ବିଷୟ ବୋଲି କହିଛନ୍ତି । ଏହି ଅବସରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଓଡ଼ିଶାର
Read More...

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରମାନଙ୍କ ଅସୁବିଧା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ବିଭିନ୍ନ ମେଡିକାଲ୍ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ପାଠପଢା ପ୍ରଭାବିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ଅସୁବିଧା ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ
Read More...

ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସଂଗ୍ରାମୀ ଚକ୍ରଧର ବେହେରା ଥିଲେ କନିକା ପ୍ରଜା ଆନ୍ଦୋଳନର ମହାନାୟକ । ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ଜନନେତାଙ୍କ ଦେଶପ୍ରେମ ଓ ତ୍ୟାଗର ପଟାନ୍ତର ନାହିଁ । ଗତକାଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଚକ୍ରଧର ବେହେରାଙ୍କ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୬୯୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨ ଜଣ
Read More...

ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ତଥା ସ୍ୱନକ୍ଷତ୍ର ଦିବସକୁ ଅମୃତ ମହୋତ୍ସବ ଭାବେ ପାଳିତ ହେବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ତଥା ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଏହାକୁ ଅମୃତ ମହୋତ୍ସବ ଭାବେ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି କଟକ ଲୋକସଭା ସାଂସଦ ଭତୃହରି ମହତାବ । ଆସନ୍ତା ଅଗଷ୍ଟ ୮ ଓ ୯ ତାରିଖ ଦୁଇ ଦିନ ବ୍ୟାପୀ
Read More...

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେଉ ବୋଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଭୁବନେଶ୍ୱର ପାନ୍ଥ ନିବାସ ଠାରେ
Read More...

ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ : ବିଦ୍ୟୁତ ସଂଯୋଗ କଟିଯିବ କହି ୨ ଲକ୍ଷ ୭୫ ହଜାର ଟଙ୍କା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ ବକେୟା ଥିବାରୁ ଲାଇନ କଟିଯିବ କହି ଆରଏସପିର ଜଣେ ପୂର୍ବତନ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ୍ ବକେୟା
Read More...

ବିଶ୍ୱ ଯୁବ ସଶକ୍ତିକରଣ ଦିବସରେ ଯୁବ ଦକ୍ଷତା ବିକାଶ ନିମନ୍ତେ ଷ୍ଟାର୍ଟଅଫ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ

ପ୍ରତିବର୍ଷ ଦଶ ହଜାର କୁଶଳୀ ଯୁବଶକ୍ତି ସୃଷ୍ଟି ଲକ୍ଷ୍ୟ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱ ଯୁବ ସଶକ୍ତିକରଣ ଦିବସ ପାଳନ ଅବସରରେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ସରକାରୀ ପଲିଟେକ୍‌ନିକ୍‌ ମହାବିଦ୍ୟାଳୟ ସହିତ
Read More...

ଜନନେତା ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ବିପ୍ଲବୀ, ସ୍ୱାଧୀନତା ସଂଗ୍ରାମୀ ତଥା ଜନନେତା ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ୧୬ ଜୁଲାଇ, ୨୦୨୨ ତାରିଖରେ ପାଳନ କରାଯିବ । ଏହି ଅବସରରେ ରାଜଭବନ ଛକ ସ୍ଥିତ ଚକ୍ରଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜୟଦେବ ଭବନ ଠାରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବଲାଙ୍ଗିର ଜିଲ୍ଲାରେ ୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୭୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୪
Read More...