ଆରମ୍ଭ ହେବ ‘ଇ-ବସ୍’ ଓ ‘ଇ-ରିକ୍ସା’ ସେବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପରିବେଶ ଅନୁକୂଳ ଗମନାଗମନ ବ୍ୟବସ୍ଥା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଇ-ବସ୍’ ଓ ‘ଇ-ରିକ୍ସା’ ସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଭୁବନେଶ୍ୱରରେ ପ୍ରଥମେ ଆରମ୍ଭ ହେଉଥିବା ଏହି ସୁବିଧା ଲୋକଙ୍କ ଗମନାଗମନକୁ ଆହୁରି ସୁଗମ କରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

11 − 3 =