Browsing Tag

bhubaneswar news

୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ ନିମନ୍ତେ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ ଦାୟିତ୍ୱ ସମ୍ପାଦନକୁ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାରୋହର ସଫଳ…
Read More...

ସପ୍ତାହେରେ ୩ ବାଇକ୍ ଚୋରି ଅଭିଯୋଗ

ଭୁବନେଶ୍ୱର : ସପ୍ତାହେରେ ୩ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହେ ମଧ୍ୟରେ ଏମ୍ସ କ୍ୟାମ୍ପସ୍‌ରୁ ୩ଜଣ ରୋଗୀଙ୍କ ସଂପର୍କୀୟଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୧୪ ତାରିଖରେ ସତ୍ୟସାଇ ଏନକ୍ଲେଭ୍‌ର ସଂଜୀବ କୁମାର ରାଉତ ଅପରାହ୍ନରେ ଏମ୍ସକୁ…
Read More...

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ, ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ସକାଳ ୯ଟାରେ ପ୍ରଥମେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ଫଳ ବାହାରିବ । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଛାତ୍ରଛାତ୍ରୀମାନଙ୍କ ପାଇଁ…
Read More...

ବଢୁଛି କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୧୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୯୩ ରହିଥିବା ବେଳେ ନୂଆ…
Read More...

ଆଜାଦି କା ଅମୃତ ମହୋତ୍ସବର ଭାରତ ରଙ୍ଗ ମହୋତ୍ସବ କାର୍ଯ୍ୟକ୍ରମକୁ ଆନ୍ଧ୍ର ରାଜ୍ୟପାଳଙ୍କ ଦ୍ଵାରା ଉଦ୍‌ଘାଟନ

• ପ୍ରଥମ ଦିବସରେ ନାଟକ ମହାସଂଗ୍ରାମର ମହାନାୟକ ଅଭିନୀତ ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗୁରୁବାର ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସ୍‌ର ଅଡିଟୋରିୟମରେ ପୂର୍ବ ଭାରତର ୩ଟି ରାଜ୍ୟର ଅନୁଷ୍ଠିତ ହେଉଥିବା ଆଜାଦି କା ଅମୃତ…
Read More...

ଦୌପଦୀ ମୁର୍ମୁଙ୍କ ଗାଁରେ ବିଜୟ ଉତ୍ସବ, ଆଦିବାସୀ ସମାଜରେ ଖୁସିର ଲହରି

ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ଆଡକୁ ଯାଉଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯଶବନ୍ତ ସିହ୍ନାଙ୍କଠାରୁ ବହୁତ ଆଗରେ ଅଛନ୍ତି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୁର୍ମୁଙ୍କ ବିଜୟର ସରକାରୀ ଘୋଷଣା ମଧ୍ୟ କରାଯିବ । ଏହା ସହିତ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମାଜରୁ ଆସିଥିବା ଦେଶର…
Read More...

କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ ‘ନୀଳ ଅନୁରାଗ’ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେଦାରନାଥ ଗବେଷଣା ପ୍ରତିଷ୍ଠାନଠାରେ ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ 'ନୀଳ ଅନୁରାଗ' ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶର୍ବାଣୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବି ଶ୍ରୀ ମହଲାଙ୍କର ଲେଖକୀୟ…
Read More...

ଓଡ଼ିଶା ଗ୍ରାମ୍ୟ ନିର୍ମାଣ ଅସ୍ଥାୟୀ କର୍ମଚାରୀ ସଂଘର ଧାରଣାକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁ ରହିଥିବା ଧର୍ମଘଟ ଓ ଧାରଣାକୁ ରାଜ୍ୟ ହିନ୍ଦ୍‌ ମଜଦୁର ସଭାର ଉପସଭାପତି ରବି ରଥ ସମର୍ଥନ କରି ରାଜ୍ୟ ସରକାର ଏ ଦିଗରେ ତୁରନ୍ତ…
Read More...

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଥିବା ଖବର ମିଳିଛି । ଚିକିତ୍ସାଧିନ ଅବସ୍ଥାରେ ରାତି ୨ଟା ୨୫ରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି । ବ୍ରେନ୍ ଓ ଲଗ୍ସ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । କ୍ୟାନସରରୁ…
Read More...

ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ପରିସରରେ ପାଳିତ ହୋଇଯାଇଛି । ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ଶାଖାର ମୁଖ୍ୟ ବାବାଜୀ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
Read More...