Browsing Tag

bhubaneswar news

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୩୫

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୭୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୩…
Read More...

ଆଇବିଏସ୍ ପକ୍ଷରୁ ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଇବିଏସ୍‌ ବିଜନେସ୍ ସ୍କୁଲ୍ ପକ୍ଷରୁ 'ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ' ହୋଟେଲ ପ୍ରେସିଡେନ୍ସିରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ୍‌ର ପ୍ରିନ୍ସିପାଲ ଡି. ଏନ୍. ମିଶ୍ର ମୁଖ୍ୟ ଅତିଥି ଭାବେ…
Read More...

ରାଜ୍ୟରେ ୧୩୧ଟି ଶୀତଳ ଭଣ୍ଡାର ମଧ୍ୟରୁ ୯୮ ଅଚଳ, ୩୩ ସଚଳ : କୃଷି ମନ୍ତ୍ରୀ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ମୋଟ ୧୩୧ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡ଼ିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବଭଳି ରାଜ୍ୟରେ ଆଉ ବଡ଼ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ ।…
Read More...

ଭୁବନେଶ୍ୱରରେ ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି…
Read More...

ବରିଷ୍ଠ ନାଗରିକଙ୍କୁ ରେଳରେ ପୂର୍ବ ଭଳି ରିହାତି ବ୍ୟବସ୍ଥା ପ୍ରଚଳନ ଦାବୀରେ ରେଳମନ୍ତ୍ରୀଙ୍କୁ ଏଚ୍‌ଏମ୍‌ଏସର ଦାବୀପତ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ପୂର୍ବ ପରି ରିହାତିର ବ୍ୟବସ୍ଥା ପୁନଃର୍ବାର ଚାଲୁ କରିବା ପାଇଁ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ଦାବୀ କରିଛନ୍ତି । ଜୁଲାଇ ୨୭ ତାରିଖରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି…
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ଅର୍ଥାତ୍ ୨୭ ଜୁଲାଇ, ୨୦୨୨ରେ ପ୍ରକାଶ ପାଇବ । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଅପରାହ୍ନ ୪ଟା ବେଳେ ପରୀକ୍ଷା ଫଳ…
Read More...

ଫେକ୍‌ ହ୍ୱାଟ୍‌ସଆପ ମେସେଜ୍ ପ୍ରତି ସତର୍କ ରହିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହ୍ୱାଟ୍‌ସଆପରେ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ବିଭ୍ରାନ୍ତ କରୁଥିବା କେତେକ ଘଟଣା ନଜରକୁ ଆସିଛି । ୯୩୧୫୬ ୪୧୭୮୪ ନମ୍ବରରୁ ମୁଖ୍ୟ ଶାସନ ସଚିବଙ୍କ ନାମରେ ଫେକ୍ ହ୍ୱାଟ୍‌ସଆପ ଆକାଉଣ୍ଟ ଖୋଲି ମେସେଜ୍…
Read More...

ପୁଣି ଉପରକୁ ଉଠିଲା କରୋନା ସଂକ୍ରମଣ ଗ୍ରାଫ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ଉପରକୁ ଉଠିଲା କରୋନା ସଂକ୍ରମଣ ଗ୍ରାଫ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୧୧…
Read More...

ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ବାତିଲ ହେବ ଆବଣ୍ଟନ : ବିଏମ୍‌ସିର ଚେତାବନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ଆବଣ୍ଟନ ବାତିଲ ହେବ ବୋଲି ବିଏମ୍‌ସି ଚେତାବନୀ ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଏମ୍‌ସି ପକ୍ଷରୁ ୟୁନିଟ-୨ରେ ଫଳ ମାର୍କେଟ ନିର୍ମାଣ ହୋଇଥିଲା । ଜୁନ୍‌ ମାସରେ ଫଳ ମାର୍କେଟର ନିର୍ମାଣ କାର୍ଯ୍ୟ ସରିଥିଲା…
Read More...

ତଳମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୯

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ତଳମୁହାଁ କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୫୪ ରହିଥିବା ବେଳେ…
Read More...