Browsing Tag

bhubaneswar news

ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ । ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି । ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୭…
Read More...

ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ରେ ଯକ୍ଷ୍ମାରୋଗ ନିରାକରଣ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ରେ ଯକ୍ଷ୍ମାରୋଗ ନିରାକରଣ ପାଇଁ ସହଯୋଗ କରନ୍ତୁ । ଦୁଇ ସପ୍ତାହରୁ ଅଧିକ ଦିନ କାଶ, ଜ୍ୱର, ଓଜନ କମିବା, କଫରେ ରକ୍ତ ପଡିବା ଆଦି ଲକ୍ଷ୍ୟଣ ଦେଖାଗଲେ କଫ ପରୀକ୍ଷା କରାଇ ନିଅନ୍ତୁ । ସମସ୍ତ ସରକାରୀ ଡାକ୍ତର…
Read More...

ଆଜି ବିଶ୍ୱ ହେପାଟାଇଟିସ୍‌ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ମୋଟ ଜନସଂଖ୍ୟାର ୩ରୁ ୫% ହେପାଟାଇଟିସ୍‌-ବି ରୋଗରେ ଆକ୍ରାନ୍ତ । ସେହିଭଳି ୨% ହେପାଟାଇଟିସ୍‌-ସିରେ ପୀଡ଼ିତ । ଦେଶ ତୁଳନାରେ ଓଡ଼ିଶାରେ ଏହି ସଂଖ୍ୟା ବହୁ କମ୍‌ । କିନ୍ତୁ ରାଜ୍ୟର ଦୁର୍ଗମ ତଥା ଗ୍ରାମାଞ୍ଚଳରେ ଏହାର ସର୍ବେକ୍ଷଣ ହୋଇନି । ତେଣୁ ଏହାର…
Read More...

ନିଯୁକ୍ତି ସଂକ୍ରାନ୍ତ ଏକ ଫେକ୍ ଚିଠି ଇସ୍ୟୁ ହୋଇଥିବା ନେଇ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନାମରେ ନିଯୁକ୍ତି ସଂକ୍ରାନ୍ତ ଏକ ଫେକ୍ ଚିଠି ଇସ୍ୟୁ ହୋଇଥିବା ଆମ ଦୃଷ୍ଟିକୁ ଆସିଛି । ଏହିଭଳି କୌଣସି ଚିଠି ବିଭାଗ ପକ୍ଷରୁ ଇସ୍ୟୁ କରାଯାଇନାହିଁ ଏବଂ ଏହା ବିରୋଧରେ…
Read More...

ଡାଇରିଆ ବା ତରଳ ଝାଡା ପ୍ରତି ସତର୍କ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡାଇରିଆ ବା ତରଳ ଝାଡା ପ୍ରତି ସତର୍କ ଓ ସଚେତନ ରୁହନ୍ତୁ । ନଈ, ଝରଣା, କୂଅ ବା ପୋଖରୀ ଆଦି ପାଣି ପିଅନ୍ତୁ ନାହିଁ । ବାସି, ପଚାସଢା ବା ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ । ତଟକା ଖାଦ୍ୟ ଖାଇବା ସହ ସ୍ୱଚ୍ଛ ପାନୀୟ ଜଳ ପିଅନ୍ତୁ । ମନେ ରଖନ୍ତୁ,…
Read More...

ବିପିଇଡି ଏବଂ ବିଏସିପିଇଡି ଯୋଗ୍ୟତା ଥିବା ପିଇଟିମାନଙ୍କ ବେତନ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରାଣ୍ଟ୍-ଇନ୍-ଏଡ୍ ଅର୍ଡର ୨୦୧୪ ଅନୁଯାୟୀ ଅନୁଦାନପ୍ରାପ୍ତ କାର୍ଯ୍ୟରତ ପିଇଟି, ଯେଉଁମାନେ ବିପିଇଡି ଏବଂ ବିଏସ୍‌ପିଇଡି ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କ ବେତନ ମାସିକ ୮ ହଜାର ଟଙ୍କାରୁ ବୃଦ୍ଧି କରାଯାଇ…
Read More...

ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ ବିଷୟରେ ମୂଲ୍ୟାୟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମଥର ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ତ୍ରୈମାସିକ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ଶତକଡା ୨୦% ଏବଂ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ…
Read More...

୭୫ ଦିନ ପାଇଁ ବିନା ମୂଲ୍ୟରେ ଟିକାକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ରୁ ୫୯ ବର୍ଷ ନିମନ୍ତେ ଚଳିତ ଜୁଲାଇ ୧୫ ତାରିଖରୁ କୋଭିଡ୍ ପ୍ରିକ୍ସନ୍ ଡୋଜ୍ ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ରମାନଙ୍କରେ ୭୫ ଦିନ ପାଇଁ ବିନା ମୂଲ୍ୟରେ ଦିଆଯାଉଛି । ୨ୟ ଡୋଜ୍ ଟୀକା ନେଇଥିବା ବ୍ୟକ୍ତିମାନେ ୬ ମାସ ପରେ ପ୍ରିକ୍ସସନ୍ ଡୋଜ୍ ନେଇପାରିବେ ।…
Read More...

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିଜ୍ଞାନ ପରୀକ୍ଷାରେ ପାସ୍ ହାର ୯୪.୧୨ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ୮୯.୨୦ ପ୍ରତିଶତ ରହିଛି । ବିଜ୍ଞାନରେ ୭୬,୬୦୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୨,୧୦୬ ଜଣ ଉତ୍ତୀର୍ଣ୍ଣ…
Read More...