Browsing Tag

belpada news

ଛେଳିଆମାଲ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ସମାବେଶ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ଛେଳିଆମାଲ ଲିଙ୍ଗରାଜ ମନ୍ଦିର ପରିସରରେ ଉତ୍କଳ ଯୁବ ପରିଷଦ ଓ ସାମାଜିକ ଅନୁଷ୍ଠାନ ଶିଶୁପଲ ଗଡ ଭୁବନେଶ୍ୱର ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ମିଳିତ ସହଯୋଗରେ ସଙ୍ଗୀତ ଓ ନୃତ୍ୟର ପୂନରୁଦ୍ଧାର…
Read More...

ଉତ୍କଳ ଦିବସକୁ କଳା ଦିବସ ପାଳନ କରିବା ପୂର୍ବରୁ କୋଶଲ ସଂଗ୍ରାମୀଙ୍କୁ ଗିରଫ କଲା ବେଲପଡା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ଓଡିଶାରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ତାକୁ ବିରୋଧ କରି ପଶ୍ଚିମ ଓଡ଼ିଶା କଳା ଦିବସ ପାଳନ କରୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ବେଲପଡା ପୋଲିସ ଆଜି ସକାଳୁ ବେଲପଡାର କୋଶଲ ସଂଗ୍ରାମୀ ଜିତୁ ନାଏକ, ଯୁଗଲ କିଶୋର ମେହେର, ସିପୁନ…
Read More...

କୁମ୍ଭାରଖୁନ ଠାରେ ପୋଲିସର ଜନସମ୍ପର୍କ ଶିବିର ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବ ସେନେଇ ବେଲପଡା ପୋଲିସ ବହୁତ ଭଲ ପଦକ୍ଷେପ ନେଇଛି । ଆଜି ବେଲପଡା ବ୍ଲକ ବାଗଦୋର ଗ୍ରାମପଞ୍ଚାୟତର କୁମ୍ଭାରଖୁନ ଖେଳ ପଡିଆ ଠାରେ ପୋଲିସର ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ…
Read More...

ଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ । ଡାକ୍ତରଖାନା ଘେରାଉ କଲେ ପରିବାର ଓ ଗ୍ରାମବାସୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମଧ୍ୟପୁର ଗାଁରେ । ସୂଚନା ମୁତାବକ ମଧ୍ୟପୁର ଗାଁର ସୁଧୀର…
Read More...

ବେଲପଡାରେ ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର

ବେଳପଡ଼ା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବେଳପଡ଼ାଠାରେ ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଭାବରେ ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦାନ…
Read More...

ପଞ୍ଚାୟତ ହାଇସ୍କୁଲ ବନମାଲ ଠାରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ପଞ୍ଚାୟତ ହାଇସ୍କୁଲର ଖେଳପଡିଆ ଠାରେ ପ୍ରବଳ ଉତ୍ସାହର ସହିତ ବାର୍ଷିକ କ୍ରୀଡ଼ା ଶୁଭାରମ୍ଭ ହୋଇଯାଇଛି । ଆଜି ସକାଳ ୯.୩୦ ମିନିଟ ସମୟରେ ମଶାଲ ଯାତ୍ରା…
Read More...

ଏୟାଟେଲ ଟାୱାର ଖୁଣ୍ଟକୁ ଚଢି ଯୁବକଙ୍କ ଆତ୍ମହତ୍ୟା

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ନୂନହାଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯୁବକ ନିରାକାର ଶବର ବୟସ(୨୦)ଙ୍କ ଆଜି ଅପରାହ୍ନ ୩ଟା ପାଖାପାଖି ତାଙ୍କ ପରିବାର ସହ କିଛି ପାଟିତୁଣ୍ଡ ହୋଇଥିଲା । ତା'ପରେ ନିରାକାର ଶବର…
Read More...

କେବେ ସଂପୂର୍ଣ୍ଣ ହେବ ବାଗଡୋର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରକାର ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ବିଭାଗକୁ ଅଣଦେଖା କରୁଛି ପ୍ରଶାସନ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡିଶା ସରକାର ଡ଼ିମ୍‌ଡିମି ପିଟୁଥିବା ବେଳେ ଦୀପତଳ ଅନ୍ଧାର ସଦୃଶ୍ୟ । ଖୋଦ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…
Read More...

କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ ସମାରୋହ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଖପ୍ରାଖୋଲ ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚ୍‌ର ୭୬ଜଣ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ ଆଦେଶନାମା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରକାଶ ଥାଉ କି ଗତ ତା ୨୯.୧୧.୨୪…
Read More...

ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ୍ ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ବେଳପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...