Browsing Tag

belapda news

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ : ଖୋଲା ଆକାଶ ତଳେ ବିତୁଛି ଜୀବନ

ବେଲପଡା, (କରୁଣାକର ବୁଡେକ) : ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଆବାସ ଯୋଜନାଠୁ ଆରମ୍ଭ କରି ବହୁ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି । ରାଜ୍ୟର ସମସ୍ତଙ୍କ ଗରିବ ପରିବାରକୁ ପାଇଁ ପକ୍କାଘର ଦେବାକୁ ପ୍ରତିଶୃତି ଦେଇଛନ୍ତି । ହେଲେ ବ୍ଲକ ସ୍ତରରେ ନିୟୋଜିତ ଅଧିକାରୀ ଏବଂ ସ୍ଥାନୀୟ ଲୋକ
Read More...

ବେସାହାରା ପୁଅ ଝିଅଙ୍କ ଦୁଃଖ ଶୁଣିଲେ ପୂର୍ବତନ ସଂସାଦ : ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକ ସୁଲେକେଲା ଗାଁରେ ରହୁଥିବା ବେସାହାରା ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଲିକେଶ ନାରୟଣ ସିଂଦେଓ ଏବଂ ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ ପରିବାର ଲୋକଙ୍କ ପାଖରେ ପହଁଚି ନଥିବାରୁ କ୍ଷୋଭ ପ୍ରକାଶ
Read More...

କରୋନାରେ ଚାଲିଗଲେ ବାପା ମା’ : ବେସାହାରା ପୁଅ ଝିଅଙ୍କୁ ସହାୟତାର ହାତ ବଢ଼େଇଲେ ଯାଦବ ବିକାଶ ପରିଷଦ

ବେଲପଡା, (କରୁଣାକର ବୁଡ଼େକ) : କରୋନା ମହାମାରୀ ଯୋଗୁଁ ଚାଲିଗଲା ବାପା ମାଁଙ୍କ ଜୀବନ । ଉଜୁଡିଗଲା ସୁନାର ସାଂସର । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତ ପଡ଼ାରେ । କରୋନାରେ ଆକ୍ରାନ୍ତ ହୋଇ ବାପା ସଞ୍ଜୟ ରାଉତ (୪୦) ଏବଂ ମା'
Read More...

ଆକ୍ସନ ମୁଡରେ ବେଲପଡା ପୁଲିସ : ବ୍ୟାପୁଛି ନିଶା କାରବାର, ୨୦୦ ବୋତଲ କଫ ସିରଫ ଜବତ, ୧ କୋର୍ଟ ଚାଲାଣ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକରେ ଦିନକୁ ଦିନ ନିଶାକାରବାର ବୃଦ୍ଧି ପାଉଛି । ଗାଁ ଠୁ ସହର ସବୁ ଗଳିକନ୍ଧିରେ ନିଶା ମାଫିଆଙ୍କ ରାଜ ଚାଳିଛି । ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ ମାନେ ଖୋଲାଖୋଲି ଭାବେ ନିଜ କାରବାର ଚଲାଇଛନ୍ତି । ଅଚଂଳରେ କିଛି ଦିନର ନୀରବତା ପରେ ପୁଣି
Read More...