Browsing Tag

bargarh news

ମା’ ପୂର୍ଣ୍ଣମାସୀ ସାଂସ୍କୃତିକ କଳା ପରିଷଦ ଚାନ୍ଦୁଆପାଲିଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ସତଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୁଆପାଲି ଗ୍ରାମର ମା' ପୂର୍ଣ୍ଣମାସୀ ସାଂସ୍କୃତିକ କଳା ପରିଷଦ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁବନେତା ଶଶଧର ସାହୁ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ
Read More...

କଟାପାଲିର ଶ୍ରୀ ଗଣେଶ ପୂଜା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ସ୍ଥିତ ସାଂସ୍କୃତିକ କଳା ପରିଷଦର ଶ୍ରୀ ଗଣେଶ ପୂଜା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦିବସ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି
Read More...

ବହି ମାନବକୁ ମହାମାନବରେ ପରିଣତ କରିପାରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବହି ଏକ ଅମୂଲ୍ୟ ସମ୍ପଦ । ମାଟି, ମାଆ, ସପ୍ସସ୍କୃତି, ପରମ୍ପରା, ଦେଶ, ବିଦେଶ ସହ ସମ୍ପର୍କ ସ୍ଥାପନରେ ବହିର ଭୂମିକା ଅବର୍ଣ୍ଣନୀୟ । ବହି ମାନବକୁ ମହାମାନବରେ ପରିଣତ କରିବାର କ୍ଷମତା ରଖେ । ତେଣୁ ଛାତ୍ରଛାତ୍ରୀମାନେ ପାଠାଗାର ଯାଇ ପୁସ୍ତକ ପଠନ ପ୍ରତି
Read More...

ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ତଥା ନୂଆଁଖାଇ ଭେଟ୍‌ଘାଟ୍‌ ଅଗ୍ରଗାମୀ ଯୁବକ ସଂଘ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିନିଜଣ ନୂତନ ସଦସ୍ୟ ଅନିଲ ଅଗ୍ରୱାଲ, ମନୋରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ନନ୍ଦଙ୍କୁ ସ୍ୱାଗତ କରାଯାଇଥିଲା ।
Read More...

ନିଷ୍ଠା ପରିବାର ତରଫରୁ ବାବା ବାଲିଆଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଁଖାଇକୁ ତାଛଲ୍ୟ କରିଥିବା ଅଭିଯୋଗରେ ନିଷ୍ଠା ପରିବାର ତରଫରୁ ବରଗଡ଼ ସ୍ଥିତ ସାହୁ ଟିକ୍ରା ତୋରା ଆଶ୍ରମ ସାମ୍ନାରେ ବାବା ବାଲିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ନିଷ୍ଠା ପରିବାର ପକ୍ଷରୁ କୁହାଯାଇଥିଲା ଯେ,
Read More...

ଗୀତା ମିଶ୍ରଙ୍କ ସହଯୋଗରେ ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳନ କଲେ ବୃଦ୍ଧାଶ୍ରମ ଅନ୍ତେବାସୀ

ବରଗଡ, (ନିରୋଜ କୁମାର ପାଣୀ) : ନୂଆଁଖାଇ କେବଳ ଏକ ପର୍ବ ନୁହେଁ ଏହା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଜଡ଼ିତ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ନିଜ ପରିବାର ଠାରୁ ଦୂରରେ ରହି ପାଠପଢା ହେଉ ଅବା ଚାକିରି କରୁଥାନ୍ତି, ଏହିଦିନ ପ୍ରାୟତଃ ସମସ୍ତେ ନିଜନିଜ ଘରକୁ
Read More...

ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ବରଗଡ ସଦର ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୮୦ ଜଣ ଗରିବ ଅସହାୟ, ନିଷ୍ପେସିତମାନଙ୍କୁ ସମ୍ବିଧାନ ସୁରକ୍ଷା ମଂଚ, ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା ।
Read More...

ନୂଆଁଖାଇ ପାଇଁ ଚଳଚଂଚଳ ବରଗଡ ଜିଲ୍ଲା : ସହରରେ ଡିଙ୍ଗରା ପିଟି ଲଗ୍ନ ଘୋଷଣା

ବରଗଡ଼, (ନିରୋଜ କୁମାର ପାଣୀ) : 'ସୁନ ସୁନ ଗାଁର ଲୁକେ ସୁନ । ଆଏବା ଗୁରବାର ୧ ତାରିଖ ପଚଂମୀ ତିଥି ଦିନର ୧୦.୩୩ରୁ ୧୧.୦୮ ଭିତରେ ନୂଆଁ ଖାଏବାର ଲାଗି ଗ୍ରାମଦେବୀ ମା' ସମଲେଇଙ୍କ ମନ୍ଦିର ନୁ ଲଗନ ବାହାରିଛେ । ହେ ସମିୟା ଭିତରେ ସଭେ ନିଜ ନିଜ ଇଷ୍ଟ ଦେବାଦେବୀ ନୁ ନୂଆଁ ଲଗାଇ କରି ନୂଆ
Read More...

୯୫ତମ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଗତ ଚାରି ବର୍ଷ ତଳେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ୱାରା ୨୦୧୮ ମସିହା ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମର ୯୫ତମ ଭାଗ ଚାରି ଛକ (ବିରମାଲ)ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ
Read More...

ବରଗଡ ଶାଖାର ଓଡିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମତା ଭବନଠାରେ ଗତକାଲି ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବରଗଡ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା କମିଟି ସଭାପତି ବଳରାମ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ସେପ୍ଟେମ୍ବର ୧୧
Read More...