Browsing Tag

bargarh news

ବରଗଡ ସୁଗାର ମିଲ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଧାୟକଙ୍କୁ ଭେଟିଲେ କର୍ମଚାରୀ ସଂଘ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଧାନ ସଭା ଚାଲିବା ସମୟରେ ବରଗଡ ସମବାୟ ଚିନିକଳ କର୍ମଚାରୀ ସଂଘ ପକ୍ଷରୁ ୟୁନିଅନ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ତାଙ୍କୁ ଚିନିକଳ
Read More...

ସମ୍ବଲପୁର ମଣ୍ଡଳସ୍ତରୀୟ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କ୍ଷେତରାଜପୁର ସ୍ଥିତ ସମ୍ବଲପୁର ରେଳ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସହିତ ସମ୍ବଲପୁର
Read More...

ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଜଣେ ଗିରଫ

ବରଗଡ଼, (ନିରୋଜ କୁମାର ପାଣୀ) : ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଟାଉନ୍ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଭିଏସ୍‌ଏସ୍‌ ନଗରର ସୌମ୍ୟରଂଜନ ଦାସ ଓରଫ ବବି । ତାଙ୍କ ପାଖରୁ ଏକ ନକଲି
Read More...

ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ରୀଙ୍କ ବିଦାୟ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାକୁ ଦ୍ଵିତୀୟ ବର୍ଷର ଛାତ୍ରୀ ବର୍ଷା ମେହେର ପରିଚାଳନା କରିଥିଲେ
Read More...

ଶାନ୍ତି ତପୋବନ ଆଶ୍ରମରେ ଜନ୍ମଦିନ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଶୋକା ପ୍ରକଳ୍ପ ସମ୍ବଲପୁରର ଅଧ୍ୟକ୍ଷ ତଥା ଶିଳ୍ପପତି ଅଶୋକ ବାଟରୀୟାଙ୍କ ୭୨ତମ ଜନ୍ମ ଦିବସ ଆଜି ନିଆରା ଭାବରେ ବରଗଡ଼ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମରେ ପାଳନ କରାଯାଇଛି । ଏହି ଅବସରରେ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା ଓ ବାନପ୍ରସ୍ଥର
Read More...

୧୩୦୦୦ ଫୁଟ୍‌ ଉଚ୍ଚ ପର୍ବତରେ ଉଡ଼ିଲା କୋଶଲ ରାଜ୍ୟର ବେନର

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ବର୍ଷରୁ ଲାଗି ରହିଥିବା ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବୀ ବର୍ତ୍ତମାନ ଏକ ଭିନ୍ନ ମୋଡ଼ ନେବାରେ ଲାଗିଛି । ପର୍ବତାରୋହୀଙ୍କ ପର୍ବତ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇବା ପରି କୋଶଲ ରାଜ୍ୟ ଦାବୀ କରୁଥିବା କୋଶଲ ପ୍ରେମୀ ମଧ୍ୟ ୧୩୦୦୦ ଫୁଟ ପାହାଡ଼
Read More...

ଓଏଏସ ସ୍ତରରେ ଅଦଳବଦଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଏଏସ ଅଧିକାରୀଙ୍କ ସ୍ତରରେ ଗତକାଲି ଛୋଟ ଧରଣର ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଚିଠି ନମ୍ବର No.PR.BDO.ESST.0001-2022/13720,PR& DW dt.19.7.2022 ଅନୁଯାୟୀ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକର
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜୁ ଜନତା ଦଳର ପ୍ରତିଷ୍ଠାର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସାରା ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟ ପରିପ୍ରେକ୍ଷୀରେ ଆଜି ବରଗଡ଼ ସହର ୨ନମ୍ବର ୱାର୍ଡ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ମହିଳା ଓ ଯୁବ
Read More...

ନିଷ୍ଠା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ନିଷ୍ଠା ପରିବାର ତରଫରୁ ବରଗଡ଼ ସହରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସରକାରୀ ରକ୍ତ ଭଣ୍ଡାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଡାକ୍ତର ଅଶ୍ଵିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ବରଗଡ ଜିଲ୍ଲା ଚେସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଜିଲ୍ଲା ଚେସ୍‌ ଚାମ୍ପିଅନସିପ୍‌ ଉଦ୍‌ଯାପିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଚେସ୍‌ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଚାଲିଥିବା ଜିଲ୍ଲା ଚେସ୍‌ ଚାମ୍ପିଅନସିପ୍‌ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ବିକାଶ
Read More...