ଉଦ୍ଘାଟନୀ ସମାରୋହରେ ଭବ୍ୟ ଶୋଭାଯାତ୍ରା
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହରେ ଆଜି ପ୍ରଚାର ପ୍ରସାର କମିଟି ପକ୍ଷରୁ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଗାନ୍ଧୀ ଛକ ଠାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସ୍ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଏହାକୁ ପତାକା!-->…
Read More...
Read More...