ବାଇକ୍କୁ ଧକ୍କା ଦେଲା ଟ୍ରକ : ୨ ମୃତ
ବରଗଡ଼ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ବରଗଡ଼ ନୋଗେନ୍ ପାଲି ଏପ୍ସିଆଇ ଗୋଦାମ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । ସୂଚନା ଅନୁଯାୟୀ, ବାଇକ୍ରେ ଦୁଇ ଜଣ ଯାଉଥିଲେ । ବରଗଡ଼ ନାଗେନପାଲି ଏଫ୍ସିଆଇ ସମ୍ମୁଖରେ!-->…
Read More...
Read More...