Browsing Tag

bargarh news

କୋଭିଡ୍‌ ଆକ୍ରାନ୍ତଙ୍କ ଶବ ସତ୍କାର କଲା ସଂକ‌ଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୂର୍ଯ୍ୟକାନ୍ତ ନାଏକ(୪୭)ଙ୍କ ଗତକାଲି ପିପଳମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ସଂକ‌ଳ୍ପ ପରିବାରର ସାହାଯ୍ୟରେ ଶବ ସତ୍କାର କରାଯାଇଥିଲା । ମୃତ ସୂର୍ଯ୍ୟକାନ୍ତ ଏକ ଘରୋଇ
Read More...

ପ୍ରଥମ ଗୁଣନିଧି ଦାଶ ଭି.ଏସ.ଏସ. ଚେଲେଞ୍ଜର କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ସ୍ଥାନୀୟ ନାଏକ ପଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ପ୍ରଥମ ଗୁଣନିଧି ଦାଶ ସ୍ମାରକୀ ଭି.ଏସ.ଏସ ଚେଲେଞ୍ଜର୍ କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଅଛି । ସଂଘର ବରିଷ୍ଠ ସଦସ୍ୟ ଭୋଲାନାଥ ଦାଶଙ୍କ ସଭାପତିତ୍‌ତ୍ୱ ଓ ନିପନ୍
Read More...

ବରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରିବେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ସକାଳ ୪ ରୁ ୫ ମଧ୍ୟରେ ରାମଧୂନ ପରିବେଷଣ କରାଯିବ ।
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଉଦ୍ୟୋଗ ସୃଷ୍ଟି କରିବା ସହ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତାରେ ପ୍ରକାଶ କରିଛନ୍ତି ।
Read More...

ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହାୟକ ମହାପ୍ରବନ୍ଧକ ସରୋଜ କୁମାର ଜେନା ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।
Read More...

‘ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ’ର ରେକଡିଂ ସମା‌ପ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଖଡ଼ିଆଲର ଦୋହେଲପଡ଼ା ମାଁ ହରଗୌରୀ ମ୍ୟୁଜିକ ପ୍ରଡ଼କ୍ସନ ଦ୍ବାରା ପ୍ରସ୍ତୁତ ହୋଇ ଯାଇଛି ଏକ ବହୁତ ସୁନ୍ଦର ସମ୍ବଲପୁରୀ ଗୀତ "ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ" । ଏହି ଗୀତର ଅଡ଼ିଓ ଅତି ନିକଟରେ ରାଗ ରାଗିଣୀ ଷ୍ଟୁଡ଼ିଓ ବରଗଡ଼ରେ ରେକଡିଂ ସରି ସାରିଛି । ଏହି ଗୀତରେ
Read More...

‘ବଡ଼ ମାଁ’ର ଶୁଭ ମୁହୁରତ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ତିଥି ଅବସରରେ ବରଗଡ଼ ପଞ୍ଚବଟୀ ଫିଲ୍ମ୍ ପକ୍ଷରୁ ଆଜି 'ବଡ଼ ମାଁ' ଚଳଚ୍ଚିତ୍ର ର ଶୁଭ ମୁହୁରତ ଅନୁଷ୍ଠିତ ହୋଇଯାଇଛି। ମାଁ ପରରାପାଟ୍ ମନ୍ଦିର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ
Read More...

ପାର୍ବତୀ ଗିରି ବୃଦ୍ଧାଶ୍ରମ ଦ୍ୱାରା ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ସମଲେଇପଦର, ବରଗଡର ସ୍ଵାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ମଦର ଟେରେସା ପାର୍ବତୀ ଗିରିଙ୍କ ଜନ୍ମ ମାଟିରେ ତାଙ୍କ ନାମରେ ନାମିତ ପାର୍ବତୀ ଗିରି ବୃଦ୍ଧଶ୍ରମରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି ।
Read More...

ବରଗଡ଼ ପୋୖରାଞ୍ଚଳରେ ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆନୁଆଲ ଭ୍ୟାଲୁର ଅସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ବିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି, ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି ।
Read More...

ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ‌) : ଆନୁଆଲ ଭ୍ୟାଲୁର ଆସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତ ଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ଵିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି ।
Read More...