Browsing Tag

bargarh news

ପୁଣ୍ୟତିଥି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି (ତିରୋଧାନ ଦିବସ) ଅବସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଗଲା । ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ, ନିପନ ଦାଶ,
Read More...

ଅମ୍ଭାଭୋନା ବ୍ଲକରେ କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କାର୍ୟ୍ୟରତ କୋଭିଡ ଯୋଦ୍ଧାମାନଙ୍କୁ ଆଜି ଟୀକାକରଣ କରାଯାଇଥିଲା । ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅମ୍ଭାଭୋନ (ନୂତନ) ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏହି ଟୀକା ପ୍ରଦାନ
Read More...

ସର୍ବଭାରତୀୟ ସଂଚାର ସମ୍ମିଳନୀ ଉଦଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସଂଘ ଅଫିସ ପରିସରରେ ଆୟୋଜିତ ୪ ଦିନିଆ ସର୍ବଭାରତୀୟ ସଂଚାର ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ର ଅଞ୍ଚଳ ଶତାଧିକ କଳାକାର ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ବରଗଡ଼
Read More...

ସତସଙ୍ଗ ଓ ପ୍ରବଚନ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ପୌଷ ମାସ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଶ୍ରୀ ସଂତ ଶ୍ରୀନିବାସ ରାମାନୁଜ ଦାସ ଆଚାରୀ ମହାରାଜ ଆଶ୍ରମ ନାଗେନପାଲି ଠାରେ ସତସଙ୍ଗ ଓ ପ୍ରବଚନ ସମାରୋହ ହୋଇ ଯାଇଛି । ଆଶ୍ରମର ମହନ୍ତ ଜାନକୀ ବଲ୍ଲଭ ରାମାନୁଜ ଦାସ ଶ୍ରୀମଦ୍ ଭାଗବତ ପଠନ କରି ପୂଜା ଅର୍ଚ୍ଚନା କରିଥିଲେ
Read More...

ବରଗଡରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବରଗଡ଼ ଜିଲ୍ଲାର
Read More...

ବରଗଡ଼ରେ ପୂର୍ଣ୍ଣାଙ୍ଗ ସିଏଚସି କେବେ ହେବ ସ୍ୱାସ୍ଥ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଜବାବ ଦିଅନ୍ତୁ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୁରୁଣା ହସ୍ପିଟାଲ ସ୍ଥାନାନ୍ତରିତ ହେବାର ଗୋଟିଏ ବର୍ଷ ଫେବୃଆରୀ ୧ରେ ପୂରଣ ହେବ କିନ୍ତୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂର୍ଣ୍ଣାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ଆମ୍‌ଆଦମୀ ପାର୍ଟି ଅଭିଯୋଗ
Read More...

ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ଓଲଟିଲା ଦଶଚକିଆ ଟ୍ରକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ଓଲଟିଲା ଦଶଚକିଆ ଟ୍ରକ ବୋଲି ଖବର ମଳୀଛି । ସୂଚନା ଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଅତାବିରା ନିକଟସ୍ଥ ଦମମଦା ବ୍ରିଜ୍ ନିକଟରେ ଏକ ମାଲବୋଝେଇ ଦଶଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଯାହାଫଳରେ କି ରାସ୍ତାରେ ଯାତାୟତ
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଭିଜିଲାନ୍ସ
Read More...

ବୀର ସୁରେନ୍ଦ୍ର ସାଏ କ୍ଲବ, ନାୟକ ପଡା ଆନୁକୁଲ୍ୟରେ ଗୁଣନିଧି ମେମୋରିଆଲ ଚାଲେଞ୍ଜ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବରଗଡ ନାୟକପଡା, ବୀର ସୁରେନ୍ଦ୍ର ସାଏ କ୍ଲବ ଠାରେ, ସ୍ୱାଧୀନତା ସଂଗ୍ରାମୀ "ବୀର ସୁରେନ୍ଦ୍ର ସାଏ"ଙ୍କ ଜୟନ୍ତୀ ତଥା କ୍ଲବର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଜୟନ୍ତୀ ଅବସରରେ କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ଆଇନଜୀବୀ ତଥା କ୍ଲବର ବୟୋଜ୍ୟେଷ୍ଠ
Read More...

ସାହାଣୀ କପ୍ ପାଇଁ ଚୟନ ଆସନ୍ତା ୨୯ ଓ ୩୦ରେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆନ୍ତଃ ଜିଲ୍ଲା ସିନିୟର୍ ଫୁଟବଲ୍ ପ୍ରତିଯୋଗିତା ସାହାଣୀ କପ୍ ପାଇଁ ବରଗଡ଼ ଜିଲ୍ଲା ଖେଳାଳୀ ମାନଙ୍କ ଚୟନ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଛୁକ
Read More...