Browsing Tag

bargarh news

ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ମହାପ୍ରୟାଣ ଗାଡ଼ି ତୁରନ୍ତ ନିୟୋଜିତ କର : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ସୋମବାର ରାତିରେ ଜଣେ ଯୁବତୀ କ୍ଷୀର ପଟେଲଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପାଇକମାଲ ବ୍ଲକ ସରେଇକେଲା ଗାଁର ଏହି ପରିବାର ଶବକୁ ନେବା ପାଇଁ ହଟହଟ୍ଟା ହୋଇଥିଲେ କାରଣ ବରଗଡ଼ ଜିଲ୍ଲାରେ ଗୋଟିଏ ମାସରୁ ଅଧିକ ହେବ ମହାପ୍ରାୟଣ ଗାଡି ଅଚଳ ହୋଇ
Read More...

ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା କ୍ରିକେଟ ଆସୋସିଏସନ୍‌ର ଭିଜନ ୨୦-୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଆଜି ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ
Read More...

ଅସହାୟଙ୍କ ସେବାରେ ସମର୍ପିତ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜିର ଏ ସ୍ୱାର୍ଥପର ଦୁନିଆ ସାଜିଛି ଏକ ବଡ ରଙ୍ଗମଞ୍ଚ । ରାତି ପାହି ସକାଳ ହେଲେ ସମସ୍ତେ ବ୍ୟସ୍ତ ହୋଇଯାଆନ୍ତି ନିଜ ନିଜ ଅଭିନୟ କରିବାକୁ । ସ୍ୱାର୍ଥବିନା ଏଠି କାହା ପାଖରେ ସମୟ ନଥାଏ କାହା ବିଷୟରେ ଚିନ୍ତା କରିବାକୁ । ଏ ସ୍ୱାର୍ଥପର ଦୁନିଆରେ ନିଜ
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ରବିବାର ଦିନ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଉଦ୍ୟମରେ ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମାତୃଛାୟାର ପ୍ରତିଷ୍ଠାତା ତଥା ସମାଜସେବୀ ଦେବଦତ୍ତ ତ୍ରିପାଠୀଙ୍କ ମାଁ ହରିମତୀ
Read More...

ବରଗଡ଼ର ସ୍ୱାତୀ କୌର : ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାର୍‌ଫର୍‌ମର୍‌ ଘୋଷିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଝିଅ ସ୍ୱାତୀ କୌର ନିକଟରେ ଗୁଜରାଟର ଅହମଦାବାଦ ଠାରେ ବିପିଆର ଏଣ୍ଟରଟେଣ୍ଟମେଣ୍ଟ ସଂସ୍ଥା ପକ୍ଷରୁ ଆୟୋଜିତ ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାରଫରମର ଘୋଷିତ ହୋଇଛନ୍ତି । ଏହାର ଫାଇନାଲ ଇଭେଣ୍ଟ ଅହମଦାବାଦ ଠାରେ ୧୭ ଫେବୃଆରୀରୁ ୨୦
Read More...

ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଓ ତା’ର ନିରାକରଣ ଶୀର୍ଷକ ଉପରେ ଏକ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଦିନ ୧୧ ଘ. ସମୟରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଓ ତା'ର ନିରାକରଣ ଶୀର୍ଷକ ଉପରେ ଏକ କର୍ମଶାଳା ଶାନ୍ତି ତପୋବନ ଆଶ୍ରମ ଚକରକେନ୍ଦ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଦ୍ୟା ଉତ୍କର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଓ ଏସିସି ଟ୍ରଷ୍ଟର ମିଲିତ ଆନୁକୁଲ୍ୟରେ ଅନୁଷ୍ଠିତ ବିଦ୍ୟା ଉତ୍କର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବରଗଡ ଜିଳ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ମନୋଜ ସାହୁ ମୁ୍ଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ
Read More...

ଭାରତ ବନ୍ଦ : ବରଗଡ଼ ସହରର ବ୍ୟବସାୟୀ ସଂଘର ସମର୍ଥନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଏସଟିର ସରଳୀକରଣ ଦାବୀରେ ସର୍ବ ଭାରତୀୟ ବ୍ୟବସାୟୀକ ପ୍ରତିଷ୍ଠାନର ଆହ୍ବାନ କ୍ରମେ ଆଜି ଭାରତ ବନ୍ଦ ଡାକରାର ପ୍ରଭାବ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ବରଗଡ଼ ବ୍ୟବସାୟୀ ସଂଘ ଏହାର ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରି ଦୋକାନ
Read More...

କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ ହୋଇଯାଇଛି । ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପରିସରରେ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପୁସ୍ତକର ପ୍ରକାଶକ ସିଦ୍ଧାର୍ଥ ଗୌତମ ଯୋାୀ,
Read More...

ଷ୍ଟେମ ଉପକରଣ ସମ୍ବନ୍ଧରେ ଶିକ୍ଷକମାନଙ୍କ କର୍ମଶାଳା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବରଗଡ଼ ଜ଼ିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀକୁ ନେଇ କଟାପାଲି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇ ଦିନିଆଁ ଷ୍ଟେମ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...